ବିଶ୍ୱ ଅହିଂସା ଦିବସ ପାଳନ
ଡେଲାଙ୍ଗ, (କେପିଏନ୍ଏସ୍) : ବିଶ୍ୱ ଅହିଂସା ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ସତ୍ୟବାଦୀର କାଦୁଆ ସ୍ଥିତ ଉତ୍କଳମଣୀଙ୍କ ପ୍ରତିଷ୍ଠିତ ଦରିଦ୍ର ନାରାୟଣ ସେବା ସଂଘ ପରିସରରେ ସାରସ୍ୱତ ସାଧକ ଫକୀର ଚରଣ ପାଢୀଙ୍କ ରଚିତ ଗାନ୍ଧୀ ଜୀବନୀ ପୁସ୍ତକ 'ଧନ୍ୟବାଦ' ଲୋକାର୍ପିତ ହୋଇଯାଇଅଛି । ସାହିତ୍ୟ!-->…
Read More...
Read More...