Browsing Tag

delanga news

ସଙ୍ଗମ ହେରାପଞ୍ଚମୀ ଅବସରରେ ଶ୍ରୀଜିଉଙ୍କ ପାଖରେ ଷାଠିଏ ପଉଟି ନୈବେଦ୍ୟ ଅର୍ପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଯୋରକଣୀ ମହାବୀର ମନ୍ଦିର ନିକଟସ୍ଥ ଜଗନ୍ନାଥ ମନ୍ଦିର ୨୦୧୩ ମସିହାରେ ନିର୍ମାଣ କରାଯାଇ ବଡ଼ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ପ୍ରଭୁ ଜଗନ୍ନାଥ ଏବଂ ଚକ୍ରରାଜ ସୁଦର୍ଶନଙ୍କର ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା । ୨୦୧୬ ମସିହାରୁ ମହାବୀର ଜଜ୍ଞ
Read More...

ବିଶ୍ୱ ଜନସଂଖ୍ୟା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜନସଂଖ୍ୟା ନିୟନ୍ତ୍ରଣଙ୍କ ସମେତ ବିଶ୍ୱର ଜନସଂଖ୍ୟା ପ୍ରସଙ୍ଗକୁ ଆଲୋକିତ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୧୧ରେ 'ବିଶ୍ୱ ଜନସଂଖ୍ୟା ଦିବସ' ପାଳନ କରାଯାଏ । ମିଳିତ ଜାତିସଂଘ ଅନୁଯାୟୀ, ବଢୁଥିବା ଜନସଂଖ୍ୟାରେ ଇକୋଲୋଜିକାଲ୍‌ କାର୍ବନ ଫୁଟ୍‌ ପ୍ରିଣ୍ଟ
Read More...

ପବିତ୍ର ଶ୍ରୀଗୁଣ୍ଡିଚାରେ ଭକ୍ତ ଦାସିଆ ପୀଠରେ ଶ୍ରୀଜଗନ୍ନାଥଙ୍କ ସ୍ୱତନ୍ତ୍ର ତୁଳସୀ ବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ, ପୁରୀ ଜିଲ୍ଲାର ପିପିଲି ବ୍ଲକ ଅଧିନସ୍ଥ ବାଲିଗାଁ ଠାରେ ପବିତ୍ର ଶ୍ରୀଗୁଣ୍ଡିଚାରେ ପୀଠସ୍ଥ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଙ୍ଗଳ ଆଳତୀ, ସ୍ୱତନ୍ତ୍ର ବେଶ, ବାଳଭୋଗ ସହିତ
Read More...

ଯୁବ ବ୍ୟବସାୟୀ ସ୍ୱର୍ଗତ ଦୀନବନ୍ଧୁଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ର ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ପଂଚାୟତ ଯୋରକଣୀ ଗ୍ରାମର ଯୁବ ବ୍ୟବସାୟୀ ଦିବ୍ୟଙ୍ଗତ ଦୀନବନ୍ଧୁ ବଳିୟାରସିଂହଙ୍କ ଏକାଦଶାହ ଉତ୍ସବ ପାଳନ ଅବସରରେ ରାଧାମୋହନ ଦେବ ବ୍ୟବସାୟୀ ସଂଘ ପକ୍ଷରୁ ତାଙ୍କ ବାସଭବନ ସମ୍ମୁଖରେ ଏକ ସ୍ମୃତି ଚାରଣ ସଭା ସହ
Read More...

ଫକୀର ଚରଣ ପାଢ଼ୀଙ୍କ ପୁସ୍ତକ ‘ଅସୀମର ରଙ୍ଗ ନୀଳ’ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବର୍ଷିଆନ ସାରସ୍ୱତ ସାଧକ ପଚାଶ ଖଣ୍ଡ ପୁସ୍ତକର ସ୍ରଷ୍ଟା ତଥା ସାହିତ୍ୟର ସମସ୍ତ ବିଭାଗରେ ଲେଖନୀ ଚାଳନା କରିଆସୁଥିବା ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ଫକୀର ଚରଣ ପାଢ଼ୀଙ୍କ ପୁସ୍ତକ 'ଅସୀମର ରଙ୍ଗ ନୀଳ' ଗୋପବନ୍ଧୁଙ୍କ
Read More...

ଡେଲାଙ୍ଗରେ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁକରଣରେ ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ଆଜି ଅନୁଷ୍ଠିତ ହୋଇଯାଇଛି ପବିତ୍ର ରଥଯାତ୍ରା । ପୁରୀ ଜିଲ୍ଲାର ସର୍ବବବୃହତମ ଗ୍ରାମ ଘୋରଡିଆର ପତିତପାବନ ମନ୍ଦିରରୁ
Read More...

ଆନ୍ତର୍ଜାତୀୟ ଶାନ୍ତି ଏବଂ ପ୍ରେମ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାରା ବିଶ୍ୱରେ ସକରାତ୍ମକ ଶକ୍ତି ବିସ୍ତାର କରିବା ପାଇଁ 'ଆନ୍ତର୍ଜାତୀୟ ଶାନ୍ତି ଏବଂ ପ୍ରେମ ଦିବସ' ଜୁଲାଇ ୭ରେ ପାଳନ କରାଯାଏ । ଶାନ୍ତି ଏବଂ ପ୍ରେମ ପ୍ରତିଷ୍ଠା ପାଇଁ କୌଣସି ମୂଲ୍ୟ ଦେବାକୁ ପଡେ ନାହିଁ, କିନ୍ତୁ ଏହାର ଶକ୍ତି ସୁଦୂର ପ୍ରସାରୀ ଅଟେ
Read More...

ଆନ୍ତର୍ଜାତୀୟ ସମବାୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ଜୁଲାଇ ୬ରେ ସମଗ୍ର ବିଶ୍ୱରେ 'ସମବାୟ ସମିତି ସମସ୍ତଙ୍କ ପାଇଁ ଏକ ଉତ୍ତମ ଭବିଷ୍ୟତ ଗଠନ କରନ୍ତି' ଥିମ୍ ସହିତ 'ଆନ୍ତର୍ଜାତୀୟ ସମବାୟ ଦିବସ' ପାଳନ ହେଉଛି । ସମବାୟ ସମିତି ଗୁଡିକ ୨୦୩୦ ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ହାସଲ
Read More...

ବନ ମହୋତ୍ସବ ସପ୍ତାହ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ଗଡ଼ ମୋଟରୀ, ପ୍ରାଙ୍ଗଣରେ ବନମହୋତ୍ସବ ସପ୍ତାହ ସଚେତନ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ମମତା ମହାନ୍ତି ଓ ବନ୍ୟାଞ୍ଚଳ ମୁଖ୍ୟ ଅଧିକାରୀ
Read More...

ରାଜ୍ୟ ସରକାରଙ୍କ ଓଜନ ଓ ମାପ ବିଭାଗ ପକ୍ଷରୁ ଡେଲାଙ୍ଗରେ ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଖାଉଟିମାନଙ୍କୁ ଓଜନ ଓ ମାପରେ ଠକେଇ ନେଇ ଉପଭୋକ୍ତାଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହେବା ପରେ ଗୁରୁବାର ପୁରୀ ଜିଲ୍ଲା ଓଜନ ଓ ମାପ ବିଭାଗର ସହକାରୀ ନିୟନ୍ତ୍ରକ ଅକ୍ଷୟ କୁମାର ଭୋଇଙ୍କ ନେତୃତ୍ଵରେ ଡିସିଏଲ୍‌ଏମ୍‌ ପ୍ରଗତି ନାୟକ ଓ ସହକାରୀ କ୍ଷେତ୍ର
Read More...