ନିଜର ଅନନ୍ୟ ପ୍ରତିଭା ପାଳନ ଦିବସ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନଭେମ୍ବର ୨୪ରେ ସାରା ଦେଶରେ 'ନିଜର ଅନନ୍ୟ ପ୍ରତିଭା ପାଳନ ଦିବସ' ଅନୁଷ୍ଠିତ ହୋଇଥାଏ । ବ୍ୟକ୍ତିଗତ ପ୍ରତିଭା ପ୍ରଦର୍ଶନ ପାଇଁ ଏହି ଦିବସ ପାଳନ ଏକ ସୁନ୍ଦର ସୁଯୋଗ । ବିବିଧତା ଭିତରେ ସୌନ୍ଦର୍ଯ୍ୟ ରହିଛି । ଆମେ ସମସ୍ତେ ଗୋଟିଏ ବାକ୍ସରେ କଦାଚିତ!-->…
Read More...
Read More...