Browsing Tag

cuttuck news

ରାଜ୍ୟସ୍ତରୀୟ ନୌବାଣିଜ୍ୟ ସ୍ମୃତି ଅନୁଭୂତି ସାହିତ୍ୟ କର୍ମଶାଳା

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦର ୬୧ତମ ରାଜ୍ୟସ୍ତରୀୟ ସ୍ମୃତି ଅନୁଭୂତି ସାହିତ୍ୟ କର୍ମଶାଳା ବାଣିପୀଠ ଶ୍ରୀ ରାମଚନ୍ଦ୍ର ଭବନ କଟକରେ ଅନୁଷ୍ଠିତ ହୋଇଯାଇଛି । ବାଲିଯାତ୍ରା ଅବସରରେ ଏହା କଥା ଓ କବିତା ଝଙ୍କାର । ପ୍ରଥମ ଅଧିବେଶନରେ ରାଜ୍ୟସ୍ତରୀୟ ବାଲିଯାତ୍ରା ଏବଂ
Read More...

ସହିଦ୍ ବିର୍ସା ମୁଣ୍ଡା ଜୟନ୍ତୀ ସମାରୋହ ଅନୁଷ୍ଠିତ

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ବକ୍ସି ବଜାର, କଟକର ଦି ୟୁନିଭର୍ସ ପ୍ରାଙ୍ଗଣ ଠାରେ ସହିଦ୍ ବିର୍ସା ମୁଣ୍ଡା ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପସ୍ଥିତି କବି କବୟିତ୍ରୀ ବୃନ୍ଦ ଦେଶାତ୍ମକବୋଧ ସଙ୍ଗୀତ ଗାନ କରିଥିଲେ । ସହିଦ୍ ବିର୍ସା
Read More...

ଏସସିବି ମେଡିକାଲ କଲେଜରେ ରାଗିଙ୍ଗ

କଟକ : ଏସସିବି ମେଡିକାଲ କଲେଜରେ ରାଗିଙ୍ଗ । ମେଡିକାଲ କଲେଜର ଫାଇନାଲ ଇୟର୍ ଛାତ୍ରଙ୍କ ବିରୁଦ୍ଧରେ ପ୍ରଥମ ବର୍ଷ ଛାତ୍ର ଏହି ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ଏସସିବି ଆଣ୍ଟି ରାଗିଙ୍ଗ କମିଟିର ବୈଠକ ବସିଥିଲା । ଏବଂ ଏଥିରେ ଅଭିଯୋଗ ଆଣିଥିବା ଛାତ୍ର ଦେଇଥିବା ତଥ୍ୟ ଆଧାରରେ
Read More...

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପକ୍ଷରଖି ପାରିବେନି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ନିର୍ବାଚନ ମିଥ୍ୟା ସତ୍ୟପାଠ ଅଭିଯୋଗ ମାମଲା । ହାଇକୋର୍ଟରେ ନିଜ ପକ୍ଷରଖି ପାରିବେନି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ୩ ଥର କୋର୍ଟ ନୋଟିସ ଅଣଦେଖା ପରେ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ମାମଲାରୁ ବାଦ ଦେଇଛନ୍ତି ହାଇକୋର୍ଟ । ସୂଚନା ଯୋଗ୍ୟ ଯେ ବିଧାନସଭା
Read More...

କେନାଲ ଭିତରେ ଖସିପଡିଥିବା କାରରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ : କଟକ ସଦର ଥାନା ଅନ୍ତର୍ଗତ ନୂଆଁ କାଚରାମାଳ ସ୍ଥିତ କେନାଲରେ ଗତକାଲି ବିଳମ୍ବିତ ରାତିରେ ଭାରସ୍ୟାମ ହରାଇ କେନାଲ ଭିତରକୁ କାରଟି ଖସିପଡିବା ଯୋଗୁଁ କାରଟି ସମ୍ପୂର୍ଣ ପାଣିରେ ବୁଡ଼ିଯାଇଥିଲା । ଏଥିରେ ଥିବା ଚାଳକ ଜଣକ ସ୍ଥାନୀୟ ବମ୍ଫକୁଦ ଗ୍ରାମର ଅନିମେଷ ଜେନା ବୋଲି ଜଣାପଡିଛି ।
Read More...

ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଘୋଷିତ

କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ "ଉକଳ ରତ୍ନ"ରବି ରଥ ପାଇବେ "ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ" କଟକ, (କେପିଏନ୍‌ଏସ୍‌) : ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ଚଳିତବର୍ଷ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ "ଉକ୍ରଳ ରତ୍ନ"
Read More...

ଭଡ଼ା ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର

କଟକ : କଟକ ସିଡିଏ ସେକ୍ଟର ୯ ସ୍ଥିତ ଭଡ଼ା ଘରୁ ଆଇନ ବିଶ୍ଵବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଅନନ୍ୟା ଚକ୍ରବର୍ତ୍ତୀ । ସୂଚନା କ୍ରମେ, ଅନନ୍ୟା ଚକ୍ରବର୍ତ୍ତୀଙ୍କ ଘର ପଶ୍ଚିମବଙ୍ଗ । ସେ ଆଇନ ବିଶ୍ଵବିଦ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ କଟକ
Read More...

ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ : ଯୋବ୍ରା ବ୍ୟାରେଜ ଉପରୁ ମହାନଦୀକୁ ଡେଇଁଲେ ଯୁବକ । ବ୍ରିଜ ଉପରେ ଯୁବକ ଜଣକ ଚପଲ ରଖି ହଠାତ୍‌ ମହାନଦୀକୁ ଡେଇଁ ପଡିଛନ୍ତି । ସ୍ଥାନୀୟ ଲୋକମାନେ ଏହା ଦେଖି ପୋଲିସ ଓ ଅଗ୍ନିଶମ ବାହିନୀଙ୍କୁ ସୁଚନା ଦେଇଥିଲେ । ସୁଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମହାନଦୀରେ
Read More...

ଆସନ୍ତା ୧୫ରୁ ମାଟ୍ରିକ ଖାତା ଦେଖା

କଟକ : ମାଟ୍ରିକ ପରୀକ୍ଷା ସରିଲା । ଆସନ୍ତା ୧୫ ତାରିଖରୁ ଖାତା ଦେଖା । ରାଜ୍ୟର ୩୧୩ଟି ନୋଡାଲ୍ ସେଣ୍ଟରରୁ ଉତ୍ତର ଖାତା ସଂଗ୍ରହ ପାଇଁ ବୋର୍ଡ ଗଠନ କରିଥିବା ଟିମ୍ ପଠାଯାଇଛି । ଆସନ୍ତା ୬ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ନୋଡାଲ ସେଣ୍ଟରରୁ ଖାତା ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଯିବ । ୧୫
Read More...

ଗତିରାଉତପାଟଣାରେ ବୁଲୁଛି ବାଘ

କଟକ : କଟକ ଗତିରାଉତ ପାଟଣା ଗେଲ୍ ଇଣ୍ଡିଆ ଗ୍ୟାସ ପାଇପ୍ ପାଖ ଅଞ୍ଚଳରେ ଏକ ବାଘ ବୁଲୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ପ୍ରକୃତରେ ଏହା ଏକ ଜଙ୍ଗଲ କ୍ୟାଟ ବା ବଣ ଭୂଆ ବୋଲି କହିଛନ୍ତି ବନ ଅଧିକାରୀ । ଅନ୍ୟପଟେ ବାଘ ବୁଲୁଥିବା ଖବର ଗତ କାଲିଠାରୁ ପ୍ରଚାରିତ ହେବା ପର ଠାରୁ ସ୍ଥାନୀୟ
Read More...