Browsing Tag

chudapali news

ବଲାଙ୍ଗିର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ

ଚୁଡାପାଲି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଚୁଡାପାଲିଠାରେ ଆଜି ବଲାଙ୍ଗିର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ସଂଘର ନବନିର୍ବାଚିତ ସଭାପତି ଅଶ୍ୱିନୀ କୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବାଗଦେବୀ ସରସ୍ୱତୀଙ୍କ ଫଟୋଚିତ୍ରରେ
Read More...

ଫୁଟପାଥର ଜୀବନ : ଖଜୁରୀ ପତ୍ରରୁ ତିଆରି ଝାଡୁ ହିଁ ବଞ୍ଚିବାର ଏକମାତ୍ର ଭରସା

ଚୁଡ଼ାପାଲି, (କେପିଏନ୍‌ଏସ୍‌) : ସମୟର ପରିବର୍ତ୍ତନ ସାଙ୍ଗେ ସାଙ୍ଗେ ମଣିଷ ମଧ୍ୟ ତାର ଜୀବନ ଜୀବିକାର ଅଭିବୃଦ୍ଧି ପାଇଁ ପାରିପାର୍ଶ୍ବିକ ଅବସ୍ଥାର ସହିତ ତାଳ ମିଳାଇ ଜୀବନଶୈଳୀର ପରିବର୍ତ୍ତନ କରିଥାଏ । କିନ୍ତୁ ଏମିତି କିଛି ମଣିଷ ଅଛନ୍ତି ସେମାନେ ତାଙ୍କ ଜୀବନଶୈଳୀ ଏପର୍ଯ୍ୟନ୍ତ
Read More...

ଓଲଟିଲା କପା ବୋଝେଇ ଟ୍ରକ : ଡ୍ରାଇଭର ସୁରକ୍ଷିତ

ଚୁଡ଼ାପାଲି : ବଲାଙ୍ଗିର ସଦର ବ୍ଲକ ଚୁଡ଼ାପାଲି ସାକ୍‌ଯୋର ପୋଲ ବୁଲାଣି ଠାରେ ଗତକାଲି ରାତିରେ ଏକ କପା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ସୂଚନା ମିଳିଛି । ଟ୍ରକ ଚାଳକ ସାମ୍ନା କାଚ ଭାଙ୍ଗି ସୁରକ୍ଷିତ ଭାବରେ ପଦାକୁ ବାହାରି ଆସିଥିବା ଜଣା ପଡିଛି । ଉକ୍ତ ଟ୍ରକଟି
Read More...

ବଲାଙ୍ଗିର ଜିଲ୍ଲା ଥୋରିଆ ସମାଜ ମହାସଭା ଉଦ୍‌ଯାପିତ

ଚୁଡାପାଲି, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଅନ୍ତର୍ଗତ ବିଡିଘାଟଠାରେ ବଲାଙ୍ଗିର ଜିଲ୍ଲା ଥୋରିଆ ସମାଜ ମହାସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ପାଞ୍ଚ ବର୍ଷ ଅନ୍ତରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥରେ ସାମାଜିକ ଥୋରିଆ ମହାସଭା ଅନୁଷ୍ଠିତ ହୋଇଥାଏ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ
Read More...

ଚୁଡାପାଲି ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ

ଚୁଡାପାଲି, (କେପିଏନ୍‌ଏସ୍‌) : ଦୁଇଦିନ ଧରି ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ଚୁଡାପାଲିର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ପରିଚାଳନା ସମିତିର ଉପ ସଭାପତି କ୍ଷେତ୍ରବାସୀ ଭୋଇ ଦ୍ୱୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରିଚାଳନା
Read More...

ଚୁଡାପାଲି ଶିଶୁମନ୍ଦିରରେ ମାତୃ କର୍ମଶାଳା

ଚୁଡାପାଲି, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଚୁଡାପାଲି ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ସରକାରୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ପ୍ରଧ୍ୟାପିକା ସୁଶ୍ରୀ ସାଗରିକା ମିଶ୍ର ଦ୍ୱୀପ ପ୍ରଜ୍ୱଳନ
Read More...

ସୁକତେଲ ଆଁରେ ବିଲୀନ ଜଙ୍ଗଲ ପରିବେଶ : ଆଂଶିକ କ୍ଷତିଗ୍ରସ୍ତ ଲୋକେ ଆତଙ୍କିତ

ଚୁଡ଼ାପାଲି, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ଏବେ ଆପାତତଃ ଶେଷ ପର୍ଯ୍ୟାୟରେ । ଆଗାମୀ ଜୁଲାଇ ମାସରେ ବନ୍ଧରେ ପାଣି ରଖାଯିବା ନେଇ ସରକାରୀ ସୂତ୍ରରୁ ଜଣାପଡିଛି । ଏସବୁ ଭିତରେ ଏବେ ଜଳମଗ୍ନ ହେଉଥିବା ଅଞ୍ଚଳର ଲକ୍ଷ ଲକ୍ଷ ଗଛ କଟା ଚାଲିଛି । ଏହା ସହିତ ଏହିସବୁ ଅଞ୍ଚଳରେ
Read More...

ଲୋୟର ସୁକତେଲ ପ୍ରସଙ୍ଗ : ମାଟିରେ ମିଶିଲା ଚୁଡ଼ାପାଲି

ଚୁଡ଼ାପାଲି, (କେପିଏନ୍‌ଏସ୍‌) : ବର୍ଷ ବର୍ଷ ଧରି ଯେଉଁଠି ରହୁଥିଲେ, ଯେଉଁଠି ଭୂମିଷ୍ଠ ହୋଇ ଛୋଟରୁ ବଡ ହେଲେ, ସେମାନଙ୍କ ଅଳିଅର୍ଦ୍ଦଳି ସହିଥିବା ସର୍ବଂସହା ଜନ୍ମମାଟିକୁ ପର କରି ଶେଷରେ ବିସ୍ଥାପିତ ହେବାକୁ ପଡ଼ୁଛି । ବିସ୍ଥାପନ ଦୁଃଖ ଯେ, କେତେ କଷ୍ଟଦାୟକ, ତାହା ବର୍ଣ୍ଣନା କରିବା ଅସମ୍ଭବ
Read More...

ସୁକତେଲ ପ୍ରଭାବିତ ଖୁଣ୍ଟପାଲିରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି

ଚୁଡାପାଲି : ସଦର ବ୍ଲକ ଖୁଣ୍ଟପାଲିଠାରେ ଚଳିତ ବର୍ଷ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଗ୍ରାମର ଅର୍ଦ୍ଧାଧିକ ଲୋକ ଲେୟର ସୁକତେଲ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇ ବଲାଙ୍ଗିର ଲର୍କିପାଲି ମୌଜା ଓ ଅନ୍ୟାନ୍ୟ ସ୍ଥାନକୁ ଥଇଥାନ ପାଇଁ ବିସ୍ଥାପିତ ହୋଇଛନ୍ତି
Read More...

ଗଣ୍ଡ ସମାଜ ପକ୍ଷରୁ ସରସ୍ୱତୀ ପୂଜା ପାଳିତ

ଚୁଡା଼ପାଲି : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡ଼ାପାଲି ଗ୍ରାମର ଢ଼ୁଲୁ଼ୁସର ଠାରେ ଗଣ୍ଡ ସମାଜ ପକ୍ଷରୁ ସରସ୍ୱତୀ ପୂଜା ପାଳିତ ହୋଇଯାଇଛି । ସଭାପତି ପାକଲା କୁମୁରାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ସ୍ଥାନୀୟ କାର୍ଯ୍ୟକାରୀ କମିଟି ମଧ୍ୟରେ ଏକ ସମୀକ୍ଷା ବୈଠକ
Read More...