ସ୍କୁଟି ଉପରେ ଚଢ଼ିଗଲା ହାଇୱା : ଯୁବକ ମୃତ
ଚୌଦ୍ୱାର : ସ୍କୁଟି ଉପରେ ଚଢ଼ିଗଲା ହାଇୱା । ଫଳରେ ଯୁବକ ମୃତ । ତେବେ କଟକ ସିଡିରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ସେତୁ ଉପରେ ଏହି ଘଟଣା ଘଟିଛି । ସୂଚନା ମୁତାବକ, ମଧୁସୂଦନ ସେତୁ ଉପରେ ଆକ୍ଟିଭାକୁ ଏକ ଚିପ୍ସ ବୋଝେଇ ହାଇୱା ଧକ୍କା ଦେଇ ଚଢି ଯାଇଥିଲା । ଫଳରେ ଗାଡି ଚକା ତଳେ ଯୁବକ!-->…
Read More...
Read More...