Browsing Tag

boudh news

ବାଇକ ଧକ୍କାରେ ଜଣେ ମହିଳା ମୃତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ମହେଶ୍ୱରପିଣ୍ଡା ଛକ ଠାରେ ଏକ ବାଇକ ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ…
Read More...

ଢାବାରେ ଅବକାରୀ ଚଢାଉ, ବିପୁଳ ପରିମାଣର ବିଅର୍‌ ସହ ବିଦେଶୀ ମଦ ଜବତ୍

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ଅବକାରୀ ଅଧୀକ୍ଷକ ଶ୍ରୀମତୀ କ୍ରିଷ୍ଣା ନାଏକଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପ ନିରୀକ୍ଷକ ରମେଶ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ବରେ ଅବକାରୀ ଓ ପୋଲିସର ମିଳିତ ଚଢାଉରେ ବକ୍ଷଉଁଶୁଣି ଥାନା ସିଙ୍ଗାରୀ ନିକଟ ଗୋଟିଏ ଢାବାରୁ ବିପୁଳ ପରିମାଣର ବିଅର୍ ସହ ବିଦେଶୀ ମଦ…
Read More...

ଆଜି ବୌଦ୍ଧ ଜିଲ୍ଲାରେ ୧୦ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ, (ମମତା ମହାକୁର) : ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୧୦ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୨ରେ…
Read More...

ଜୀବନ କୌଶଳ ଏବଂ କୈଶୋର ସ୍ୱାସ୍ଥ୍ୟ ତାଲିମ ଶିବିର ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ସ୍ଵେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ ବାଉଁଶୁଣି ପକ୍ଷରୁ ତା ୧୨ରୁ ୧୪ ରିଖ ପଯ୍ୟନ୍ତ ତ୍ରି-ଦିବସୀୟ ପିଅର ଏଜୁକେଟରମାନଙ୍କ ନିମନ୍ତେ ଜୀବନ କୌଶଳ ଏବଂ କିଶୋରୀ, କୈଶୋର ‌ସ୍ୱାସ୍ଥ୍ୟ ଶିକ୍ଷା ତାଲିମ କାର୍ୟ୍ୟକ୍ରମ ନାରାୟଣ ପ୍ରସାଦ ପଞ୍ଚାୟତର ସଦାନନ୍ଦ ଉଚ୍ଚ…
Read More...

ପୋଖରୀରେ ବୁଡି ବୃଦ୍ଧଙ୍କର ମୃତ୍ୟୁ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ଗାଁ ଫୋଖରୀକୁ ଗାଧୋଇବା ପାଇଁ ଯାଇଥିବା ଜଣେ ବୃଦ୍ଧଙ୍କର ଗୋଡ ଖସିଯାଇ ମୁଣ୍ଡରେ ଆଘାତ ଲାଗିବାରୁ ପାଣି ଭିତରେ ବୁଡି ତାଙ୍କର ମୃତ୍ୟୁ ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି । ପ୍ରାପ୍ତ ସୂଚନା ମୋତେ…
Read More...

କଲ୍‌ଚରାଲ ଏକାଡେମୀ ପକ୍ଷରୁ ବିଷୁବ ମିଳନ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା କଲଚରାଲ ଏକାଡେମୀ ପକ୍ଷରୁ ବୌଦ୍ଧ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ବିଷୁବ ମିଳନ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ଉପସଭାପତି ତଥା ଶିଶୁ ସାହିତ୍ୟିକ ଧ୍ରୁବଚରଣ ଘିବେଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିତା ଆସରରେ ଓଡ଼ିଶାର…
Read More...

ବିଷୁବ ମିଳନ ଅନୁଷ୍ଠିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ଗ୍ରାପର ବ୍ରହ୍ମଣୀ ନାଟ ଏଣ୍ଡ କଲଚରାଲ ଏସଓସିଏସନ ପକ୍ଷରୁ ବିଷୁବ ମିଳନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଳାକାର ଲିଙ୍ଗରାଜ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ନାଟ୍ୟକାର ହରିହର ପ୍ରଧାନ,…
Read More...

ବୌଦ୍ଧ ଆଇ.ଟି.ଆଇ. ଅଧ୍ୟକ୍ଷଙ୍କୁ ଘେରିଲେ ଉତ୍ୟକ୍ତ ଛାତ୍ରଛାତ୍ରୀ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତ ନୁଆପାଲି ନିକଟରେ ଥିବା ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଛାତ୍ର ଅସନ୍ତୋଷ ଦେଖା ଦେଇଛି । ଶିଳ୍ପ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ସେମାନଙ୍କୁ…
Read More...

ବୌଦ୍ଧ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷଙ୍କୁ ଘେରାଉ କଲେ ଅନୁଷ୍ଠାନର ଛାତ୍ରଛାତ୍ରୀ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବ୍ଲକ ଅନ୍ତର୍ଗତ ବଘିଆପଡା ଗ୍ରାମ ପଞ୍ଚାୟତର ନୂଆପାଲି ସ୍ଥିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଛାତ୍ର ଅସନ୍ତୋଷ ଦେଖା ଦେଇଛି । ଶିଳ୍ପ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଓଲଟି…
Read More...

ନୂଆପାଲୀ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ କାର୍ୟ୍ୟକ୍ରମ : ପୋଷ୍ୟ ଗ୍ରହଣ ତାଲିକାରେ ବିଧାୟକଙ୍କ ସହ ସାମିଲ ହେଲେ…

ବୌଦ୍ଧ, (ମମତା ମହାକୁର) : ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇ ଥିବା ମୋ ସ୍କୁଲ କାର୍ୟ୍ୟକ୍ରମର ସଫଳତା ପାଇଁ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ସହିତ ସମୀକ୍ଷା ବୈଠକ କାମାଳ ବ୍ଳକ ନୂଆପାଲୀ ସ୍ଥିତ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମୋ ସ୍କୁଲ ଅଭିଯାନର ସଭାପତି…
Read More...