ପୋଲିସକୁ ଦେଖି ୟୁଟର୍ନ ନେବା ହେଲା କାଳ
ଭୁବନେଶ୍ୱର : ପୋଲିସକୁ ଦେଖି ୟୁଟର୍ନ ନେବା ହେଲା କାଳ । ରଙ୍ଗ୍ ରୁଟ୍ରେ ଯିବାବେଳେ ଚାପିଦେଲା ଟ୍ରକ । ଭୁବନେଶ୍ୱରର ପଟିଆ ରାସ୍ତାରେ ଘଟିଛି ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ବାଇକ ଆରୋହୀଙ୍କ ପରିଚୟ!-->…
Read More...
Read More...