Browsing Tag

bhubaneswar news

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧ ନଭେମ୍ବର ୨୦୨୫ରେ ଓଡ଼ିଶା ଗସ୍ତ କରିବେ

SiCSem ପ୍ରକଳ୍ପର ଭୂମିପୂଜନ ଏବଂ ରେଳ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧ ନଭେମ୍ବର ୨୦୨୫ରେ
Read More...

ଛାପା ଗଣମାଧ୍ୟମ ବିଜ୍ଞାପନ ଦର ୨୬% ବଢିପାରେ

ଓଡିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନ ଅଧ୍ୟକ୍ଷ ରବି ରଥଙ୍କ ସ୍ୱାଗତ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନୂଆ ଗଣମାଧ୍ୟମ ପ୍ଲାଟଫର୍ମ ଦ୍ୱାରା ପାରମ୍ପରିକ ଗଣମାଧ୍ୟମ ପ୍ରଭାବିତ ହୋଇଛନ୍ତି । ଏହି ପ୍ରଭାବରୁ କିଭଳି ପାରମ୍ପରିକ ଗଣମାଧ୍ୟମଗୁଡ଼ିକୁ ସୁରକ୍ଷା ଦିଆଯିବ ତାହା ଉପରେ ସରକାର
Read More...

ସିବିସି ଏବଂ ପିଆଇବି ପକ୍ଷରୁ ‘‘ଦୁର୍ନୀତି ନିବାରଣ’’ କର୍ମଶାଳା ଆୟୋଜିତ

ସ୍ୱଚ୍ଛତା, ବିଶ୍ୱାସ ଏବଂ ଦଳଗତ କାର୍ଯ୍ୟ ଦୁର୍ନୀତି ନିବାରଣ ଭାବନାକୁ ପ୍ରୋତ୍ସାହିତକରି ଥାଏ : ଏଡିଜି ଅଖିଳମିଶ୍ର ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଏବଂ ପତ୍ର ସୂଚନା କାର୍ୟ୍ୟାଳୟ (ପିଆଇବି),
Read More...

ପୋଲିସ ସବ୍‌-‌ଇନ୍‌ସପେକ୍ଟର ନିଯୁକ୍ତି ପରୀକ୍ଷା ସମ୍ବନ୍ଧିତ ଦୁର୍ନୀତିର ଚେର ବିଭିନ୍ନ ରାଜ୍ୟକୁ ବ୍ୟାପିଛି,…

ସି.ବି.ଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପୋଲିସ ସବ୍‌ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର ସି.ବି.ଆଇକୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଓଡିଶା ପୋଲିସ
Read More...

ଭୁବନେଶ୍ୱର ସୈନିକ ସ୍କୁଲରେ ପାଠ ପଢ଼ିବାର ସୁଯୋଗ

• ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ନିମନ୍ତେ ଅନଲାଇନ ଆବେଦନ ଆହ୍ୱାନ• ବର୍ଷ ଜାନୁଆରୀ ମାସରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ଭୁବନେଶ୍ୱର, (ପିଆଇବି) : ୨୦୨୬-୨୭ ଶିକ୍ଷା ବର୍ଷ ଲାଗି ଭୁବନେଶ୍ୱର ସୈନିକ ସ୍କୁଲରେ ନାମ ଲେଖାଇବା ନିମନ୍ତେ ପ୍ରବେଶିକା ପରୀକ୍ଷାରେ
Read More...

ରାଜ୍ୟ ପୁଲିସ ମୁଖ୍ୟାଳୟରେ ୬୬ତମ ଶହୀଦ ଦିବସ ଅନୁଷ୍ଠିତ

ଭୁବନେଶ୍ୱର : ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୬ତମ ପୁଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଦେଶ
Read More...

୧୧ ଓ ୧୩ ବର୍ଷରୁ କମ ବୟସ ବର୍ଗର ରାଜ୍ୟ ବେଡମିଣ୍ଟନ ଚାମ୍ପିୟନସିପ ଉଦଯାପିତ

୧୩ ବର୍ଷରୁ କମ୍‌ ବର୍ଗରେ ଅୟଙ୍କ ସାହୁଙ୍କୁ ତ୍ରିମୁକୁଟଲଷ୍ମୀପ୍ରିୟାଙ୍କୁ ଦ୍ୱିମୁକୁଟ୧୧ବର୍ଷରୁ କମ ବାଳକ ବର୍ଗରେ,ସମର ମହାନ୍ତିଙ୍କୁ ଦ୍ୱିମୁକୁଟ,ବାଳିକାରେ ଆରନି ବେହେରା ଚମ୍ପିୟାନ ଭୁବନେଶ୍ୱର : ଓଡିଶା ରାଜ୍ୟ ବେଡ଼ମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ୧୧ ଓ ୧୩ରୁ କମ୍‌ ବୟସ ବର୍ଗ ରାଜ୍ୟ
Read More...

ଦୀପାବଳି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି

ସମୁଦାୟ ମହଙ୍ଗା ଭତ୍ତା ୫୫ ରୁ ୫୮ ପ୍ରତିଶତକୁ ବୃଦ୍ଧି ପାଇଲାପେନସନ୍‌ଭୋଗୀଙ୍କ ଟି. ଆଇରେ ମଧ୍ୟ ବୃଦ୍ଧି ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦୀପାବଳି ପର୍ବ ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି । ଏହା
Read More...

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ୨୨୬ କୋଟି ମଞ୍ଜୁର

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ ବୈଠକରେ ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍‌ନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ୨୨୬ କୋଟି ମଞ୍ଜୁର ମିଳିଥିବା ବେଳେ ୫୯ ଏକର ଜମିକୁ ନେଇ ବିକାଶ ପାଇଁ ଡ଼ିପିଆର୍‌ ପ୍ରସ୍ତୁତ ହେବ ବୋଲି ସୂଚନା
Read More...

ଓଡ଼ିଶାର ଶିରିଷ ଚନ୍ଦ୍ର ମୁର୍ମୁ ହେଲେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର

ଭୁବନେଶ୍ୱର : ଶିରିଷ ଚନ୍ଦ୍ର ମୁର୍ମୁ ହେଲେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର । କେନ୍ଦ୍ର ସରକାର ଓଡ଼ିଶାର ଶିରିଷ ଚନ୍ଦ୍ର ମୁର୍ମୁଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ କରିଛନ୍ତି । ବର୍ତ୍ତମାନ ଆରବିଆଇର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ
Read More...