ସିବିଆଇ ପକ୍ଷରୁ ଓଡ଼ିଶାରେ ବ୍ୟାପକ ତଦନ୍ତ ଓ ଚଢ଼ାଉ : ୬୭ଟି ସ୍ଥାନରେ ଖାନତଲାସୀ ଜାରି
୬୩ ଜଣ ଗ୍ରାମୀଣ ଡାକ ସେବକ ପ୍ରାର୍ଥୀ ଓ ଡାକ ବିଭାଗର ଅଜ୍ଞାତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ
ଭୁବନେଶ୍ୱର, (ପିଆଇବି) : ଓଡ଼ିଶାରେ ଡାକ ବିଭାଗ ନିଯୁକ୍ତି ଅନିୟମିତା ମାମଲାରେ ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ବ୍ୟାପକ ତଦନ୍ତ ଓ ଚଢ଼ାଉ ଆରମ୍ଭ କରାଯାଇଛି ।!-->!-->!-->…
Read More...
Read More...