ବିମାନବନ୍ଦରରୁ ୧୫ କେଜି ଗଞ୍ଜେଇ ଜବତ
ଭୁବନେଶ୍ୱର : ଆଜି ଭୁବନେଶ୍ୱର ବିମାନବନ୍ଦରର କାର୍ଗୋ କମ୍ପ୍ଲେକ୍ସରେ ବିଭିନ୍ନ ଲଗେଜ୍ ଓ ପ୍ୟାକେଟ୍ ସବୁକୁ ସ୍କାନର୍ରେ ଯାଞ୍ଚ କରାଯାଉଥିଲା । ଏତିକିବେଳେ ଏକ ସନ୍ଦିଗ୍ଧ ପ୍ୟାକେଟ୍ ନଜରକୁ ଆସିଥିଲା । ତେଣୁ ସେହି ପ୍ୟାକେଟ୍କୁ ଭଲ ଭାବେ ଯାଞ୍ଚ କରାଯାଇଥିଲା ଏବଂ ସେଥିରେ ୧୫ କେଜି!-->…
Read More...
Read More...