Browsing Tag

bhubaneswar news

କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା : ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ସକ୍ରିୟ ମୌସୁମୀ ପ୍ରଭାବରେ କାଲିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ । ପ୍ରବଳ ବର୍ଷା ନେଇ ଆସନ୍ତା କାଲି ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ,…
Read More...

ରଙ୍ଗିଲା ବାବୁଙ୍କ ୩୪ ବର୍ଷ ବୟସରେ ୬୨ ପ୍ରେମିକା : ପୁଣି ୫ ପତ୍ନୀ

ଭୁବନେଶ୍ୱର : ଜଣେ ପ୍ରେମିକାଙ୍କ ପ୍ରେମରେ ଉବୁଡ଼ୁବୁ ହେବା ବେଳକୁ ଜୀବନରେ ବେଳ ପାଉନି । ଅଥଚ ରଙ୍ଗିଲା ବାବୁଙ୍କ ୩୪ ବର୍ଷ ବୟସରେ ୬୨ ପ୍ରେମିକା । ପୁଣି ୫ ପତ୍ନୀ । ଶୁଣିବାକୁ ଅଡ଼ୁଆ ଲାଗିଲେ ବି କଥାଟା ସତ । ବାଟରେ ପଡ଼ି ହାଟରେ ଗଡ଼ୁଛି ଏହି ଘଟଣା । ପୋଲିସ ହାତରେ ଧରାପଡ଼ିଗଲେ ରଙ୍ଗିଲା…
Read More...

ସ୍କୁଟିକୁ ଧକ୍କା ଦେଇ ଜଳିଗଲା କାର୍ : ୬ ଆହତ

ଭୁବନେଶ୍ୱର : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ବରାଗଡ଼ ଗ୍ରାମ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି । ଏଠାରେ କାର୍‌ ଏକ ସ୍କୁଟିକୁ ପିଟିଲା ପରେ ଭାରସାମ୍ୟ ହରାଇ ୨୦ ଫୁଟ୍‌ ତଳକୁ ଖସିପଡ଼ିଛି କାର୍ । ଦୁର୍ଘଟଣାରେ ଜଳି ଯାଇଛି କାର୍ । ପିପିଲି ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଉଛି…
Read More...

ମୁଖ୍ୟମନ୍ତ୍ରୀଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ

ରାତିରେ ରୋଗୀ ମାନଙ୍କ ଯତ୍ନ କିପରି ନିଆଯାଉଛି ସେ ସମ୍ପର୍କରେ ପଚାରି ବୁଝିଲେରୋଗୀ ସେବାରେ ଅଧିକ ଉନ୍ନତି ଆଣିବା ତଥା ସେମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ପାଇଁ ପରାମର୍ଶ ଦେଲେଅସ୍ଥାୟୀ ସଫେଇ କର୍ମଚାରୀଙ୍କ ସହିତ ଆଲୋଚନା କଲେକ୍ୟାପିଟାଲ ହସ୍ପିଟାଲର ଆହୁରି ଆଧୁନିକୀକରଣ କରାଯିବ -…
Read More...

ଆଜିଠୁ ରାଜ୍ୟରେ ବଢିବ ବର୍ଷା : ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବଢିବ ବର୍ଷା । ଆଗାମୀ ୩ ଘଣ୍ଟା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସୁନ୍ଦରଗଡ, ମାଲକାନଗିରି, ବରଗଡ ଏବଂ ସମ୍ବଲପୁର । ଏଠିକାର ଜିଲ୍ଲା ପ୍ରଶାସନ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ଝାଡ଼ଖଣ୍ଡ ଉପରେ ଏକ…
Read More...

ଗିରଫ ହେଲେ କୁବେର କମିଶନର : ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି, ୫୨ ପ୍ଲଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗିରଫ ହେଇଛନ୍‌ ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର । ଆୟ ବର୍‌ହିଭୂତ ସମ୍ପତ୍ତି ଠୋଲ୍‌ ଅଭିଯୋଗ ଥି ଆଜି ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛେ ଭିଜିଲାନ୍ସ । ଆର୍‌ଗୁଟେ ଆଡେ଼ ଭିଜିଲାନ୍ସ ଚଢ଼ାଉ ଉତ୍‌ରୁ ତାଙ୍କର ସମ୍ପତ୍ତି ତାଲିକା…
Read More...

ଦିଲ୍ଲୀରୁ ନୀତି ଆୟୋଗ ବୈଠକରୁ ଫେରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗତ ଶନିବାର ରାତିରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ (ଆଇ. ପି.ଏସ୍‌) ନିଜ କ୍ଷମତାର ଅପବ୍ୟବହାର କରି ପଦ ମର୍ଯ୍ୟାଦାର ସମ୍ମାନ ହାନି କରିଥିବାର ଅଭିଯୋଗ ମିଳିଥିଲା । ସେ ଅଗ୍ନିଶମ ଓ ହୋମ ଗାର୍ଡ ବିଭାଗରେ ଡି.ଆଇ.ଜି ଭାବରେ କାର୍ଯ୍ୟରତ ଥିଲେ । ନୀତି…
Read More...

ଆଜି ରାଜ୍ୟରେ ପ୍ରବଳ ବର୍ଷା : ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗିରହିଛି ବର୍ଷା । ଆଜି ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର । ଏହି ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇ ଥିବାବେଳେ ଜିଲ୍ଲା ପ୍ରଶାସନକୁ…
Read More...

ରାସ୍ତା କଡ଼ରେ ପଡ଼ିଛି ମୃତଦେହ : ହତ୍ୟା ସନ୍ଦେହ

ଭୁବନେଶ୍ୱର : ରାସ୍ତା କଡ଼ରେ ପଡ଼ିଛି ମୃତଦେହ । ଭୁବନେଶ୍ୱର ଲୁମ୍ବିନୀ ବିହାର ଏବଂ ମୈତ୍ରୀ ବିହାରକୁ ସଂଯୋଗ କରୁଥିବା ୨ ଶହ ଫୁଟିଅ ଟିଆ ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ସୂଚନାନୁଯାୟୀ, ଲୁମ୍ବିନୀ ବିହାର ଏବଂମୈତ୍ରୀ ବିହାରକୁ ସଂଯୋଗ…
Read More...

ରାଜ୍ୟ ଏକ୍ସକ୍ୟାଡ଼ର ମହାସଂଘ ପୁର୍ନଗଠିତ

ଭୁବନେଶ୍ୱର :୨୯-୦୭-୨୦୨୪ ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡ଼ର)ମହାସଂଘର ପୁର୍ନଗଠିତ ହୋଇଯାଇଛି । ଉକ୍ତ ସାଂଗଠନିକ ବୈଠକ ରବିବାର ଭୁବନେଶ୍ୱର ଠାରେ ମୁଖ୍ୟ ଉପଦେଷ୍ଟା ଶରତ ଚନ୍ଦ୍ର ନାୟକଙ୍କ ସଭାପିତତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବ ସମ୍ମତିକ୍ରମେ ଉପଦେଷ୍ଟା ଭାବରେ ଶରତ…
Read More...