ଏୟାରପୋର୍ଟ ପାଖରେ ୫୦କେଜି ସୁନା ସହ ୨କ୍ୱିଣ୍ଟାଲ ରୂପା ଜବତ
ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟ ପାଖରେ ୫୦ କେଜି ସୁନା ସହ ୨ କ୍ୱିଣ୍ଟାଲ ରୂପା ଜବତ ହୋଇଛି। ଦୁଇଟି କଣ୍ଟେନର ଭିତରୁ ସୁନା ଓ ରୂପା ସିଟି ଜିଏସ୍ଟି ବିଭାଗ ଜବତ କରିଛି । ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା ହେବ। ମୁମ୍ବାଇରୁ ଭୁବନେଶ୍ୱରକୁ ସୁନା ଓ ରୂପା ଆସିଥିଲା!-->…
Read More...
Read More...