Browsing Tag

bhubaneswar news

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ଅଧୀନରେ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବାକୁ ଓଡିଶାର ସମସ୍ତ ପୌରାଞ୍ଚଳକୁ…

ଭୁବନେଶ୍ୱର : ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ଓଡ଼ିଶା ସହରୀ ଗୃହ ନିର୍ମାଣ ମିଶନ (OUHM) ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା (ସହରୀ) ୨.୦ ଅଧୀନରେ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟର ସମସ୍ତ ୟୁଏଲ୍‌ବି (ULB)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆୱାସର…
Read More...

ଘରୋଇ ଆଇ.ଟି.ଆଇ. ସ୍ପିଟିଆର ନିର୍ବାଚନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଘରୋଇ ଆଇ.ଟି.ଆଇ. ସଙ୍ଘ ସ୍ପିଟିଆର ନିର୍ବାଚନ ହୋଇଯାଇଛି । ଏହି ନିର୍ବାଚନରେ ପୁଣି ଥରେ ସଭାପତି ଭାବରେ ମନୋନୀତ ହେଲେ ଡ଼. ଅରୁଣ ନାୟକ, ସାଧାରଣ ସମ୍ପାଦକ ଭାବରେ ଇଂ. ମିଳନ ମହାପାତ୍ର, ଉପ ସଭାପତି ଭାବରେ ତ୍ରିଲୋଚନ…
Read More...

ଫୁଲ ସୌରଭ ସମ୍ମାନରେ ସମ୍ମାନିତ ହେଲେ ଡ. ରଂଜନ କୁମାର ପାଣିଗ୍ରାହୀ

ଭୁବନେଶ୍ୱର : ଆମ ଅଗଣାର ଫୁଲ ସାହିତ୍ୟ ପରିବାରର ଚତୁର୍ଥ ବାର୍ଷିକ ରାଜ୍ୟ ସମ୍ମିଳନୀ ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ "ହୋଟେଲ କିବା"ରେ ତା.୨୨-୧୨-୨୦୨୪ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା କବି/କବୟିତ୍ରୀ ମାନଙ୍କ ସମାବେଶରେ ଏକ ସାରସ୍ୱତ ବାତାବରଣରେ…
Read More...

ଚାକିରି ସର୍ତ୍ତାବଳୀ ଏବଂ ପେନସନ ଦାବିରେ ରାଜରାସ୍ତାକୁ ଓହ୍ଲାଇବ ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନିଯୁକ୍ତି ଦିନକୁ ଭିତ୍ତି କରି ଚାକିରି ସର୍ତ୍ତାବଳୀ ଓ ପେନସନ ଦାବୀରେ ନିଖିଳ ଓଡ଼ିଶା ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ (୪୮୮ ବର୍ଗ) ଶିକ୍ଷକ ଓ କର୍ମଚାରୀ ସଂଘ ଆସନ୍ତା ୨୬ ତାରିଖରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂଘର ସଭାପତି ମାନସ ପୁରୋହିତ ଏକ ପ୍ରେସ…
Read More...

କୃଷି ଓଡିଶା ୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପ୍ରସ୍ତୁତିର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଭୁବନେଶ୍ୱର : ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜାନୁଆରୀ…
Read More...

ଧାନକିଣାରେ ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା – ମନ୍ତ୍ରୀ ଶ୍ରୀ ପାତ୍ର

ହିତାଧିକାରୀଙ୍କୁ ପ୍ରତି ମାସରେ ମିଳିବ ରାସନ ଭୁବନେଶ୍ୱର : ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭାଗର ବିଭିନ୍ନ କାର୍ଯ୍ୟଧାରା ଉପରେ ଆଜି ସମୀକ୍ଷା କରିଛନ୍ତି । ଲୋକସେବା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ,…
Read More...

ଓଡ଼ିଶାରେ ପଶି ପାରିବନି ବାହାର ରାଜ୍ୟର ଧାନ ଗାଡ଼ି

ନଅ ଜିଲ୍ଲାରେ ସତର୍କ ଦୃଷ୍ଟି ରଖିଛି ୪୦ଟି ଏନଫୋର୍ସମେଣ୍ଟ ଟିମ୍ ଭୁବନେଶ୍ୱର : ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି । ରାଜ୍ୟର ପଞ୍ଜିକୃତ ଚାଷୀ ମାନଙ୍କ କୃଷକ ମାନଙ୍କ ଠାରୁ ଧାନ କିଣା ଯିବା ସହ କ୍ୱିଣ୍ଟାଲ ପିଛା ଧାନର ସର୍ବନିମ୍ନ ମୂଲ୍ୟ ବାବଦକୁ ୨୩ଶହ…
Read More...

ସ୍ୱଚ୍ଛତା ଓ ସହରୀ ବିକାଶ ପାଇଁ ମୋଦୀ ସରକାରଙ୍କ ତୃତୀୟ ପାଳିରେ ୬ମାସର ଉପଲବ୍ଧି ବିଷୟରେ ସୂଚନା ଦେଲେ କେନ୍ଦ୍ର…

‘‘ସ୍ୱଚ୍ଛତା ଅଭିଯାନରେ ଚଳିତ ବର୍ଷ ୧୭ ଲକ୍ଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି : ସାରା ଦେଶରେ ବର୍ଜ୍ୟବସ୍ତୁର ବ୍ୟବସ୍ଥିତ ସଂଗ୍ରହ ୯୭% ୱାର୍ଡରେ ପହଞ୍ଚିଛି’’ସ୍ମାର୍ଟ ସିଟି ମିଶନରେ ୧ ଲକ୍ଷ ୬୭ହଜାର କୋଟିରୁ ଅଧିକ ଟଙ୍କା ନିବେଶ ପାଇଁ ବ୍ୟବସ୍ଥା : ପିଏମ ସ୍ୱନିଧି ଯୋଜନାରେ ୩୦,୪୨୨ କୋଟି…
Read More...

ପ୍ରଧାନମନ୍ତ୍ରୀ ଡିସେମ୍ବର ୧୩ରେ ଉତ୍ତରପ୍ରଦେଶ ଗସ୍ତରେ ଯିବେ

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମହାକୁମ୍ଭ ମେଳା ୨୦୨୫ ପାଇଁ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେପ୍ରଧାନମନ୍ତ୍ରୀ ପ୍ରୟାଗରାଜରେ ୫୫୦୦ କୋଟି ରୁ ଅଧିକ ଟଙ୍କାର ଅନେକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶୁଭାରମ୍ଭ କରିବେକୁମ୍ଭ 'ସହାୟକ' ଚାଟ୍‌ବଟ୍ ର ଶୁଭାରମ୍ଭ କରିବେ…
Read More...

ସ୍ମାର୍ଟ ଇଣ୍ଡିଆ ହାକାଥନର ଗ୍ରାଣ୍ଡ୍ ଫାଇନାଲ୍ ଉଦ୍‌ଘାଟିତ

ଆଇଆଇଟି ଭୁବନେଶ୍ୱରରେ ସଫ୍ଟୱେର୍ ସଂସ୍କରଣର ଆୟୋଜନ : ୧୮୦ ଜଣ ଅଂଶଗ୍ରହଣକାରୀଙ୍କ ସହିତ ୨୬ଟି ଟିମ୍ ୫ଟି ସମସ୍ୟା ବିବୃତ୍ତି ପାଇଁ ସମାଧାନ ଖୋଜିବା ନିମନ୍ତେ ତତ୍ପର ଭୁବନେଶ୍ୱର, (ପିଆଇବି) : ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ…
Read More...