ବାଇକ୍ରେ ଆସି ସୁନା ଅଳଙ୍କାର ଝାମ୍ପିନେଲେ ୩ ଦୁର୍ବୃତ୍ତ
ଭୁବନେଶ୍ୱର : ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଲୁଟ୍ । ୨ ଜଣ ମହିଳାଙ୍କ ବେକରେ ଛୁରୀ ଲଗାଇ ଚେନ୍ ଓ ମଙ୍ଗଳସୁତ୍ର ଲୁଟି ନେଲେ ୩ ମୁଖା ପିନ୍ଧା ଦୁର୍ବୃତ୍ତ । ଲୁଟର ଶୀକାର ହୋଇଥିବା ମହିଳାମାନେ ହେଲେ ରାବଣା ଆମ୍ମା ଓ ହେମ କୁମାରୀ । କୋରାପୁଟ ଜିଲ୍ଲା ଜୟପୁରର ପୁରୁଣାଗଡ ଅଞ୍ଚଳରେ ଏଭଳି!-->…
Read More...
Read More...