ମିଆଁମାର ଥାଇଲାଣ୍ଡରେ ବିଧ୍ଵଂସକାରୀ ଭୂକମ୍ପ : ଶତାଧିକ ନିଖୋଜ
ଭୁବନେଶ୍ଵର : ମିଆଁମାର ଓ ଥାଇଲାଣ୍ଡରେ ମୃତ୍ୟୁର ତାଣ୍ଡବ ରଚିଛି ପ୍ରକୃତି । ଭୟାନକ ଭୂକମ୍ପରେ କେବଳ ମିଆଁମାରରେ ଗଲାଣି ୬୯୪ ଜୀବନ । ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟା। ମିଆଁମାରର ସାମରିକ ସରକାର ଏହି ସୂଚନା ଦେଇଛନ୍ତି । ୧୬୭୦ ଜଣ ଆହତ ହୋଇଛନ୍ତି । ଆହୁରି ଶତାଧିକ ନିଖୋଜ ଅଛନ୍ତି । ବହୁ!-->…
Read More...
Read More...