Browsing Tag

bhubaneswar news

ସରିଲା ନାମାଙ୍କନ ପତ୍ର ଦାଖଲ ଅବଧି, ୯ରେ ହେବ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୧୪ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହର

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆସନ୍ତା ୨୪ରେ ପୌର ନିର୍ବାଚନ ହେବାକୁ ଥିବା ବେଳେ ଏବେ ଏଥିପାଇଁ ରାଜନୀତି ବେଶ୍‌ ସରଗରମ ରହିଛି । ପୌର ନିର୍ବାଚନ ପାଇଁ ସୋମବାର ଦିନ ୩ଟା ସୁଦ୍ଧା ନାମାଙ୍କନ ଦାଖଲର ଶେଷ ସମୟ ସୀମା ରହିଥିଲା । ଏହି ନାମାଙ୍କନ ପ୍ରକ୍ରିୟା ୨ରୁ ଆରମ୍ଭ ହୋଇ ଆଜି ସମାପ୍ତ
Read More...

ସ୍ପାନିସ୍‌ ପାରା ବ୍ୟାଡ଼ମିଣ୍ଟନ : ସ୍ୱର୍ଣ୍ଣରେ ଓଡ଼ିଆ ପୁଅ ପ୍ରମୋଦଙ୍କ ହ୍ୟାଟ୍ରିକ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ପେନ୍‌ର ଭିଟୋରିଆଠାରେ ଆୟୋଜିତ ସ୍ପାନିସ୍‌ ପାରା ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ପ୍ରମୋଦ ଭଗତ ହ୍ୟାଟ୍ରିକ୍‌ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୩ଟି ବର୍ଗ ସିଙ୍ଗଲ୍ସ, ଡବଲ୍ସ ଏବଂ ମିକ୍ସଡ୍‌ ଡବଲ୍ସରେ ଚାମ୍ପିଅନ୍‌ ହୋଇ ରାଜ୍ୟ ଓ ଦେଶ ପାଇଁ
Read More...

ପୌର ନିର୍ବାଚନରେ ଷ୍ଟ୍ରଙ୍ଗ୍ ରୁମ୍ ସ୍ଥାପନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏସ୍‌ଓପି ପ୍ରସ୍ତୁତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୌର ନିର୍ବାଚନରେ ଷ୍ଟ୍ରଙ୍ଗ୍ ରୁମ୍ ସ୍ଥାପନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମାନକ କାର୍ଯ୍ୟ ପଦ୍ଧତି ବା ଏସ୍‌ଓପି ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ପୌରପରିଷଦରେ ତିନି ପ୍ରକାର ଷ୍ଟ୍ରଙ୍ଗ୍ ରୁମ୍ ସ୍ଥାପନ ହେବ । ଏନେଇ ରାଜ୍ୟ ସୂଚନା ଓ ଲୋକ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୧୩ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୯ ଜଣ
Read More...

ଆର୍ଯ୍ୟସମାଜ ଏକ ସଂସ୍କାରବାଦୀ ଆନ୍ଦୋଳନ : ସ୍ୱାମୀ ଆର୍ଯ୍ୟବେଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତ ବର୍ଷରେ ଆର୍ଯ୍ୟସମାଜ ଏକ ସଂସ୍କାରବାଦୀ ଆନ୍ଦୋଳନ ବୋଲି ଗତକାଲି ବୁଦ୍ଧମନ୍ଦିରଠାରେ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ଆୟୋଜିତ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ବିଶିଷ୍ଟ ଆର୍ଯ୍ୟସନ୍ନ୍ୟାସୀ ତଥା ବିଶ୍ୱ ଆର୍ଯ୍ୟସମାଜର
Read More...

ସୋସିଆଲ ମିଡ଼ିଆରେ ମାତିଛନ୍ତି ଡିଜିଟାଲ ସୁନ୍ଦରୀ : ସାଇବର ଠକଙ୍କ ନୂତନ କୌଶଳ ପ୍ରତି ସାବଧାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୋସିଆଲ ମିଡ଼ିଆରେ ମାତିଛନ୍ତି ଡିଜିଟାଲ ସୁନ୍ଦରୀ, ତେଣୁ ଆପଣମାନେ ଅଶ୍ଳୀଳ ଭିଡିଓ ଚାଟ୍‌ରୁ ଦୂରେଇ ରୁହନ୍ତୁ । ଫେକ୍ ଆକାଉଣ୍ଟ ଜରିଆରେ ଅଶ୍ଳୀଳ ଭିଡ଼ିଓ ଚାଟ୍ କରି ବ୍ଲାକମେଲିଂ ଜରିଆରେ ଆପଣଙ୍କଠୁ ଏମାନେ ଅନେକ ଟଙ୍କା ଲୁଟିନେଇ ପାରନ୍ତି । ସାଇବର ଠକଙ୍କ ଏ
Read More...

ଆଧାର କାର୍ଡ ସେବା ପାଇବା ଏବେ ଅତ୍ୟନ୍ତ ସୁବିଧାଜନକ ଏବଂ ସରଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଧାର କାର୍ଡ ସେବା ପାଇବା ଏବେ ଅତ୍ୟନ୍ତ ସୁବିଧାଜନକ ଏବଂ ସରଳ ଅଟେ । ଆଧାର ପାଇଁ ସମସ୍ତ ଦେୟ UIDAI ଦ୍ବାରା ନିର୍ଦ୍ଧାରିତ ଅଟେ । ବିଭିନ୍ନ ସେବା ପାଇଁ ନିମ୍ନରେ ଦିଆଯାଇଥିବା ନିର୍ଦ୍ଧାରିତ ଦେୟଗୁଡିକ ଜାଣନ୍ତୁ । ଅଧିକ ତଥ୍ୟ ପାଇଁ ଦେୟମୁକ୍ତ ନମ୍ବର ୧୯୪୭
Read More...

ଭୁବନେଶ୍ୱରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କଲେ ନୀତି ଆୟୋଗ ଟିମ୍‌

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱର ମହାନଗର ନିଗମର ପରିମଳ ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି ନୀତି ଆୟୋଗ ଟିମ୍‌ । ନୀତି ଆୟୋଗର ସ୍ୱତନ୍ତ୍ର ସଚିବ ଡ. କେ ରାଜେଶ୍ୱର ରାୟଙ୍କ ନେତୃତ୍ୱରେ ଏହି ଟିମ୍‌ ବିଭିନ୍ନ ବସ୍ତି, ଏମ୍‌ସିସି ବୁଲି ଦେଖିଥିଲେ । ବିଏମ୍‌ସି
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧୦୧କୁ ବୃଦ୍ଧି ପାଇଛି । କନ୍ଧମାଳ ଜିଲ୍ଲା ୩ ଜଣ ଆକ୍ରାନ୍ତ ଜୀବନ ନେଇଛି ଘାତକ କରୋନା । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୯ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୫୦୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୫ ଜଣ
Read More...