ଗୋରୁ ବୋଝେଇ ଟ୍ରକ୍ ଜବତ : ୪୦ରୁ ଅଧିକ ଗୋରୁ ଉଦ୍ଧାର
ଭୁବନେଶ୍ୱର : ୪୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗ କରାଯାଉଥିଲା ଚାଲାଣ । ଭୋଗରାଇ ଖେଡ଼ସାହିରୁ ଗୋରୁ ବୋଝେଇ ଟ୍ରକ୍ ଜବତ କଲା ପୋଲିସ । ଗାଡ଼ି ଛାଡ଼ି ଫେରାର ହେଲା ଡ୍ରାଇଭର । ଭୋଗରାଇ ଥାନାରେ ସମସ୍ତ ଗୋରୁଙ୍କୁ ରଖି ଘଟଣାର ତଦନ୍ତ କରୁଛି ପୋଲିସ । ସୂଚନା ମୁତାବକ, ସବୁଦିନ ଭଳି ପୋଲିସ!-->…
Read More...
Read More...