ସାରଙ୍ଗଧର ଦାସଙ୍କ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଡାକ ଲଫାପା ପ୍ରକାଶିତ
ଭୁବନେଶ୍ୱର, (କେପିଏନ୍ଏସ୍) : ଗଡଜାତ ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଣୀ ସାରଥୀ, କୃଷକ ନେତା ତଥା ଗଡଜାତ ଗାନ୍ଧୀ ଭାବରେ ପରିଚିତ ସାରଙ୍ଗଧର ଦାସଙ୍କ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଡାକ ଲଫାପା ପ୍ରକାଶିତ ହୋଇଛି । ରାଜ୍ୟ ଗ୍ରନ୍ଥାଗାର ଆନୁକୂଲ୍ୟରେ ଡାକ ବିଭାଗ ପକ୍ଷରୁ ପ୍ରକାଶିତ ଏହି!-->…
Read More...
Read More...