Browsing Tag

bhubaneswar news

ମନୋଜ୍ଞ ସଙ୍ଗୀତ ସନ୍ଧ୍ୟା ‘ହୋପ-୨୦୨୩’ : ଆଠଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ‘କଳିଙ୍ଗ ପ୍ରତିଭା ସମ୍ମାନ’

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’ ଶିକ୍ଷାବିତ୍‌ ହାଡିବନ୍ଧୁ ହାଲି ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଏକ ମନୋଜ୍ଞ ଉତ୍ସବରେ ବିଭିନ୍ନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଆଠଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନଜନକ ‘କଳିଙ୍ଗ ପ୍ରତିଭା…
Read More...

ଆଜି ସାରା ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ୧ଟା ପରଠୁ ବନ୍ଦ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ବାରବାଟୀରେ ହକି ବିଶ୍ୱକପର ଉଦ୍‌ଘାଟନ ସମାରୋହ । ଏଥିସହ ବିଶ୍ୱକପ ପାଇଁ ବିଗୁଲ ବି ବାଜିବ । ଏହା ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଦିନ ୧ଟା ପରଠାରୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସରକାରୀ, ବେସରକାରୀ ତଥା…
Read More...

ଭୁବନେଶ୍ୱର ପାନ୍ଥ ନିବାସଠାରେ ହକି ବିଶ୍ୱକପ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶାରେ ପୁରୁଷ ହକି ବିଶ୍ୱକପ-୨୦୨୩ ଜାନୁଆରୀ ୧୩ରୁ ୨୯ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେ ଆଜି ୧୧ରେ କଟକରେ ରହିଛି ଉଦ୍‌ଘାଟନୀ ଉତ୍ସବ । ଏହି ପରିପ୍ରେକ୍ଷୀରେ ହକି କ୍ରୀଡାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଉଦ୍ଦୀପନା ଭରି ରହିଛି । ଏହି…
Read More...

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଉରକେଲା ଓ କଟକର ଶତାଧିକ ହକିପ୍ରେମୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାରା ରାଜ୍ୟରେ ଏବେ ହକିର ମାହୋଲ । ପୁରପଲ୍ଲୀ, ସହର ବଜାର ସବୁଆଡେ ଏବେ ହକିକୁ ନେଇ ଚର୍ଚ୍ଚା । କଟକରୁ ସୁନ୍ଦରଗଡ, ସବୁଆଡେ ଉତ୍ସବ ଚାଲିଛି । ଏଥର ପ୍ରଥମ ଥର ପାଇଁ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ହକି ବିଶ୍ୱକପ୍‌ ଆୟୋଜନ କରାଯାଇଛି । ତା' ସହିତ…
Read More...

ରାଜ୍ୟରେ ୩୦ଟି ନୂଆ ଥାନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଗତକାଲି ୩୦ଟି ନୂଆ ଥାନାର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଫାଣ୍ଡିକୁ ଥାନାର ମାନ୍ୟତା ଦେଇ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ମୁଖ୍ୟମନ୍ତ୍ରୀ ବଢ଼ୁଥିବା ସାଇବର କ୍ରାଇମକୁ ନେଇ ଉଦ୍‌ବେଗ…
Read More...

ଭିଜିଲାନ୍ସ ଜାଲରେ ରାଉରକେଲା ଆର୍‌ଡବ୍ଲୁ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କିରାଣୀ ନନ୍ଦୀ କିଶୋର ନାଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରାଉରକେଲା ଆର୍‌ଡବ୍ଲୁ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କିରାଣୀ ନନ୍ଦୀ କିଶୋର ନାଥଙ୍କ ଅଫିସ୍ ସମେତ ୬ଟି ସ୍ଥାନରେ ଚଢାଉ କରିଥିବା ଜଣାପଡିଛି । ଭୁବନେଶ୍ୱର, ବରଗଡ଼,…
Read More...

‘ଜୟ ଓଡ଼ିଶା’ ପକ୍ଷରୁ ହକି ୱାଲ୍ଡକପ୍ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଚଳିତ ମାସରେ ଦ୍ଵିତୀୟ ଥର ପାଇଁ ରାଜ୍ୟରେ ହକି ୱାଲ୍ଡକପ୍ ହେବାକୁ ଯାଉଛି । ଏହି ସମୟରେ ଓଡ଼ିଶା ସରକାରଙ୍କ ସମେତ ପ୍ରତ୍ୟେକ ନାଗରିକ ମଧ୍ୟ ମିଳିତ ଭାବେ ଏଥିରେ ଯୋଗଦେବା ଉଚିତ୍ । ଏହାକୁ ଦୃଷ୍ଟିରେ ରଖି, ଅଗ୍ରଣୀ ସାମାଜିକ…
Read More...

ଅନିଶ୍ଚିତ ଅବସ୍ଥାରେ ଆଉଟସୋର୍ସିଂରେ କାର୍ଯ୍ୟରତ ଅଢେଇ ଲକ୍ଷ କର୍ମଚାରୀ, ଠିକା ସଂସ୍ଥା ଦ୍ୱାରା ଶୋଷିତ : ଏଚ୍‌ଏମ୍‌ଏସ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲାରେ ହଜାର ହଜାର ଆଉଟସୋର୍ସିଂ କର୍ମଚାରୀ ବିଭିନ୍ନ ବିଭାଗରେ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଛନ୍ତି । ଆଉଟସୋର୍ସିଂ ସଂସ୍ଥା ଓ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ମଧୁଚନ୍ଦ୍ରିକା କର୍ମଚାରୀ ନିଯୁକ୍ତି ଓ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ…
Read More...

ମିଶନ ଶକ୍ତି ଗ୍ରୁପକୁ ସୁଧ ରିହାତି

୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପର ବ୍ୟାଙ୍କ ଖାତାକୁ ଗଲା ୧୨୫ କୋଟି ଟଙ୍କା ସୁଧ ରିହାତିଆଗାମୀ ୫ ବର୍ଷରେ ମିଳିବ ୧୨୦୦ କୋଟି ଟଙ୍କାର ସୁଧ ରିହାତିମା'ମାନେ ଆଜି ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେଇପାରୁଛନ୍ତି, ଏହା ହିଁ ପ୍ରକୃତ ରୂପାନ୍ତର - ମୁଖ୍ୟମନ୍ତ୍ରୀମା'ମାନଙ୍କୁ ଉଦ୍ୟୋଗୀ ଭାବରେ…
Read More...

ପ୍ରଫେସର ବିଧୁଭୂଷଣ ମିଶ୍ର ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ୱର : ରାଜ୍ୟପାଳ ତଥା ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଣେଶୀଲାଲ୍‌ ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କୁ ୪ ବର୍ଷ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତ କରିଛନ୍ତି । ପ୍ରଫେସର ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ପ୍ରଶାସନ ବିଭାଗର ପ୍ରଫେସର ଭାବରେ…
Read More...