Browsing Tag

bhubaneswar news

ପ୍ରଭୁଳୀନ ହେଲେ ଇପିକଲର ପୂର୍ବତନ ମୁଖ୍ୟ ପ୍ରବନ୍ଧକ ରାମଚନ୍ଦ୍ର ପଣ୍ଡା

ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅବସର ପ୍ରାପ୍ତ ପ୍ରସାଶକ ରାମଚନ୍ଦ୍ର ପଣ୍ଡା । ୧୯୩୨ ମସିହାରେ ଯାଜପୁରର ସୁଦୁର ବରାହତ୍ତା ଗ୍ରାମରେ ଜନ୍ମିତ ଅତ୍ୟନ୍ତ ପରିଶ୍ରମ ବଳରେ ଓଡିଶା ପ୍ରଶାସନିକ ସେବାରେ ଯୋଗ ଦେଇ ବିଭିନ୍ନ ପଦପଦବୀରେ ରହି ମହାପ୍ରବନ୍ଧକ ଇପିକଲ ଭାବେ ଅବସର ନେଇଥିଲେ, ଅବସର ପରେ…
Read More...

ଅତି ଭୀଷଣ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଭୀଷଣ ବର୍ଷା ସମ୍ଭାବନା ରହିଛି । ଅତି ଭୀଷଣ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲା ମଧ୍ୟରେ ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ରହିଛି ।…
Read More...

ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ : ଏକକାଳୀନ ୮ଟି ସ୍ଥାନରେ ଚଢାଉ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ । ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ । ତାଙ୍କର ମୋଟ ୮ଟି ସ୍ଥାନରେ ଚଢାଉ କରାଯାଉଛି । ଏଥିରେ ୧୦ ଜଣ ଡିଏସପି, ୮ ଜଣ ଇନ୍‌ସପେକ୍ଟର, ୧୦ ଜଣ…
Read More...

ରଥଯାତ୍ରା ପରିଚାଳନା ଦାୟିତ୍ୱରେ ଅରବିନ୍ଦ ଅଗ୍ରୱାଲ : ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି

ଭୁବନେଶ୍ୱର : ବରିଷ୍ଠ ଆଇଏଏସ ଅଧିକାରୀ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚଳନା ଦାୟିତ୍ୱ । ଉଚ୍ଚ ଶିକ୍ଷା ବିଭାଗର ସଚିବ ଦାୟିତ୍ୱ ସହ ରଥ ପରିଚାଳନା ଅତିରିକ୍ତ ଦାୟିତ୍ୱ ତୁଲାବେ ଅରବିନ୍ଦ ଅଗ୍ରୱାଲ । ସୁପରଭିଜନ ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା…
Read More...

ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା : ପାଣିପାଗ ବିଭାଗର ଆଲର୍ଟ

ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଶନିବାର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ସକାଳ ସମୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ…
Read More...

ପୂର୍ବ ଏବଂ ପଶ୍ଚିମ ଭାଗରେ ପୁଣି ଯୋଡ଼ା ଲଘୁଚାପ

ଭୁବନେଶ୍ୱର : ପୂର୍ବ ଏବଂ ପଶ୍ଚିମ ଭାଗରେ ପୁଣି ଯୋଡ଼ା ଲଘୁଚାପ ସମ୍ଭାବନା ଏହି ସୂଚନା ଟ୍ୱିଟ ମାଧ୍ୟମରେ ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଉମା ଶଙ୍କର ଦାସ । ଆରବ ସାଗର ଓ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।…
Read More...

ଅଧା ରହିଲା ଜଗା ଦର୍ଶନ : ‘ଆମ ବସ‘ ଧକ୍କାରେ ୩ ଯୁବତୀ ମୃତ

ଭୁବନେଶ୍ୱର : ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ‘ଆମ ବସ ’ ଧକ୍କାରେ ୩ ଯୁବତୀ ମୃତ । ୩ ଯୁବତୀ ସମ୍ପର୍କୀୟ ଭଉଣୀ । ୩ ଜଣ ଯୁବତୀ ସ୍କୁଟିରେ ଭୁବନେଶ୍ୱରରୁ ପୁରୀ ଜଗା ଦର୍ଶନରେ ଯାଉଥିଲେ । ଏହି ସମୟରେ ପିପିଲି ଓଭରବ୍ରିଜ ନିକଟରେ ସ୍କୁଟିକୁ ଏକ ଆମ ବସ୍ ଧକ୍କା ଦେଇଥିଲା ।…
Read More...

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁସ୍ଥ : ଜୁଲାଇ ପ୍ରଥମ ସପ୍ତାହରେ ଭୁବନେଶ୍ୱର ଫେରିବେ

ଭୁବନେଶ୍ୱର : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁସ୍ଥ ଅଛନ୍ତି । ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ଭୁବନେଶ୍ୱର ଫେରିବେ । ଏ ନେଇ ସୂଚନା ଦେଇଛନ୍ତି ବିଜେଡ଼ି ରାଜନୈତିକ ବ୍ୟାପାର କମିଟି ସଦସ୍ୟ ସଞ୍ଜୟ ଦାସବର୍ମା । ସେ କହିଛନ୍ତି, ବୁଧବାର ମୁମ୍ବାଇ ଧିରୁଭାଇ ଅମ୍ବାନୀ କୋକିଳାବେନ୍…
Read More...

ଘୁଞ୍ଚିଲା ଆରଆଇଇ ସାଧାରଣ ପ୍ରବେଶିକା ପରୀକ୍ଷା

୧୩ ଜୁଲାଇ ୨୦୨୫ ନୂଆ ତାରିଖ ଘୋଷଣା ଭୁବନେଶ୍ୱର, (ପିଆଇବି) : ବିଭିନ୍ନ ବିଏ ବିଏଡ୍‌, ବିଏସସି ବିଏଡ୍‌, ଏମଏସସି ବିଏଡ୍‌, ବିଏଡ୍‌-ଏମଏଡ୍‌, ଏମଏ (ଶିକ୍ଷା ପ୍ରଯୁକ୍ତି) ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆୟୋଜିତ ହେଉଥିବା ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ)-୨୦୨୫କୁ ଘୁଞ୍ଚାଇ…
Read More...

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡିର ବରିଷ୍ଠ ନେତା

ଭୁବନେଶ୍ୱର : ବିଜେଡିର ରାଜ୍ୟ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡିର ବରିଷ୍ଠ ନେତା । ମୁମ୍ବାଇ ସ୍ଥିତ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନ ପଟ୍ଟନାୟକ ଚିକିତ୍ସାଧୀନ ଥିବାବେଳେ ତାଙ୍କୁ ବିଜେଡିର ବରିଷ୍ଠ ନେତାମାନେ ଭେଟିଛନ୍ତି । ପୂର୍ବତନ…
Read More...