Browsing Tag

bhubaneswar news

ରାଜ୍ୟରେ ଆଉ ଦୁଇଦିନ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ଆଉ ଦୁଇ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ସୋମବାର ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡିରେ ବି ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…
Read More...

ଆଜି ବିଶ୍ୱ ଘରଚଟିଆ ଦିବସ

ଭୁବନେଶ୍ୱର : ସାରା ବିଶ୍ୱରେ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ବିଶ୍ୱ ଘରଚଟିଆ ଦିବସ ପାଳନ କରାଯାଏ । ୨୦୧୦ରେ ପ୍ରଥମେ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା । କ୍ରମେ ବିଲୁପ୍ତ ହୋଇଯାଉଥିବା ଘରଚଟିଆକୁ ବଞ୍ଚାଇବା ଉଦ୍ଦେଶ୍ୟରେ ଏହି ଦିନ ସଚେତନତା ବଣ୍ଟାଯାଇଥାଏ । ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯିବା…
Read More...

ବିଶ୍ୱାତ୍ମ ଚେତନା ପରିଷଦ ବଲାଙ୍ଗିର ଏବଂ ଭଞ୍ଜଭାରତୀ ଭୁବନେଶ୍ୱରର ମିଳିତ ଆୟୋଜନରେ ଦିବ୍ୟ ପ୍ରବଚନ ଆୟୋଜିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶ୍ୱାତ୍ମ ଚେତନା ପରିଷଦ ବଲାଙ୍ଗିର ଏବଂ ଭଞ୍ଜଭାରତୀ ଭୁବନେଶ୍ୱରର ମିଳିତ ଆୟୋଜନରେ ମାର୍ଚ୍ଚ ୧୮ ଓ ୧୯ ଦୁଇଦିନ ବ୍ୟାପି ପରମହଂସ ସ୍ୱାମୀ ଶ୍ରୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ୱତୀଙ୍କ ଦିବ୍ୟ ପ୍ରବଚନ ସ୍ଥାନୀୟ ଜୟଦେବ ଭବନ ସମ୍ମେଳନ କକ୍ଷରେ ଆୟୋଜିତ ହୋଇଯାଇଛି ।…
Read More...

ସୋଆରେ ‘ସୋଆ ସ୍ପୋର୍ଟ୍ସ ମିଟ୍ -୨୦୨୩’ ଉଦ୍‌ଘାଟିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଆରମ୍ଭ ହୋଇଛି 'ସୋଆ ସ୍ପୋର୍ଟ୍ସ ମିଟ୍ -୨୦୨୩' । ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ୪ ଦିନିଆ କ୍ରୀଡା କାର୍ଯ୍ୟକ୍ରମରେ ସୋଆ ବ୍ୟତୀତ ଓଡିଶା ମୋଟ୍ ୭ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି । ଏଥିରେ ବାସ୍କେଟ୍ ବଲ୍,…
Read More...

ଲୁଟ୍‌ କରିବା ପାଇଁ ସୁନା ଦୋକାନରେ ବୋମାମାଡ

ଭୁବନେଶ୍ୱର : ଖାରବେଳନଗର ଥାନା ଅଞ୍ଚଳରେ ଲୁଟ୍‌ କରିବା ପାଇଁ ୟୁନିଟ-୪ରେ ଥିବା ଶ୍ରୀଜୁଏଲର୍ସ ସୁନା ଦୋକାନକୁ ଶୁକ୍ରବାର ରାତି ସାଢ଼େ ୯ଟା ବେଳେ ବୋମାମାଡ଼ କରିଥିବା ଜଣାପଡିଛି । ଫଳରେ ସୁନା ଦୋକାନ ମାଲିକ ରମାକାନ୍ତ ମହାରଣା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ…
Read More...

ସୁରକ୍ଷିତ ମାତୃତ୍ଵକୁ ଆଶ୍ୱାସନା ପ୍ରଦାନ କରୁଛି ‘ସୁମନ’ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୁରକ୍ଷିତ ମାତୃତ୍ଵକୁ ଆଶ୍ବାସନା ପ୍ରଦାନ କରୁଛି "ସୁମନ" କାର୍ଯ୍ୟକ୍ରମ । ବିନା ମୂଲ୍ୟରେ ୧୦୮ ଆମ୍ବୁଲାନ୍ସ ସେବା, ଅତି କମ୍‌ରେ ୪ଥର ପ୍ରସବ ପୂର୍ବ ଅଲଟ୍ରାସାଉଣ୍ଡ ସହ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଆଦର ସମ୍ମାନ ସହ ସେବା ପ୍ରଦାନକୁ ସୁନିଶ୍ଚିତ କରୁଛି ସୁମନ ।…
Read More...

ସର୍ବସମ୍ମତି ଆଧାରରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସର୍ବସମ୍ମତି ଆଧାରରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ସ୍ଥଗିତ ହୋଇଥିବା ସୂଚନା ମିଳିଛି । ଦାବୀ ପୂରଣ ପାଇଁ ସରକାରଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ସ୍ଥଗିତ ହୋଇଥିବା କୁହାଯାଇଛି । ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଏନେଇ ସୂଚନା ଦେଇଛନ୍ତି ।
Read More...

ହସ୍ତତନ୍ତ ଜାତୀୟ ପୁରଷ୍କାର ବିଜେତାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୭୫ ହଜାର ଟଙ୍କା ଦାନ

ଭୁବନେଶ୍ୱର : ହସ୍ତତନ୍ତ ଜାତୀୟ ପୁରସ୍କାର ବିଜେତା ତଥା ବରଗଡ଼ ଜିଲ୍ଲା ସ୍ଥିତ ଲକି ହାଣ୍ଡୁଲୁମ୍ସ୍ ମୁଖ୍ୟ ସଞ୍ଜୟ ମେହେର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୭୫ ହଜାର ଟଙ୍କା ଦାନ କରିଛନ୍ତି । ଶ୍ରୀ ମେହେର ଉକ୍ତ ଚେକକୁ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀମତୀ…
Read More...

ସୋଆ-ଆରଏସବି ଟ୍ରାନ୍ସମିସନ୍ସ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ଶିଳ୍ପ ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରାଂଶ ପ୍ରସ୍ତୁତି ପାଇଁ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିବା ପାଇଁ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପୁନେ ସ୍ଥିତ ଆରଏସବି ଟ୍ରାନ୍ସମିସନ୍ସ(ଆଇ) ଲିମିଟେଡ୍‌ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି । ପ୍ରୋସେସ୍‌…
Read More...

ଏକାମ୍ର ହାଟରେ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର : ଭୁବନେଶ୍ବର ଏକାମ୍ର ହାଟରେ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଏହି ପ୍ରଦର୍ଶନୀର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ ଓଡ଼ିଶା ଉତ୍କୃଷ୍ଟ କଳାର…
Read More...