Browsing Tag

bhubaneswar news

ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା : ଜାରି ହେଲା ଆଲର୍ଟ

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ…
Read More...

ମନ କୀ ବାତରେ ସାନ୍ତାଳୀ ଶାଢ଼ୀର ପୁନରୁଦ୍ଧାର କରିଥିବା ମୟୂରଭଞ୍ଜର ଆଦିବାସୀ ମହିଳାଙ୍କ ବିଷୟରେ ଚର୍ଚ୍ଚା କଲେ…

ବନାଗ୍ନି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କେନ୍ଦୁଝରର ସଂକୀର୍ତ୍ତନ ମଣ୍ଡଳୀକୁ ମଧ୍ୟ କଲେ ପ୍ରଶଂସା ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ’ର ୧୨୪ତମ ଅଧ୍ୟାୟରେ ଦେଶବିଦେଶର ଶ୍ରୋତାଙ୍କ ସହ ମତବିନିମୟ…
Read More...

ଆୟକର ବିଭାଗ, ଓଡ଼ିଶା କ୍ଷେତ୍ର ପକ୍ଷରୁ ୧୬୬ତମ ଆୟକର ଦିବସ ପାଳିତ

ଭୁବନେଶ୍ୱର, (ପିଆଇବି) : ଆୟକର ବିଭାଗ, ଓଡ଼ିଶା କ୍ଷେତ୍ର ପକ୍ଷରୁ ୧୬୬ତମ ଆୟକର ଦିବସ ଭୁବନେଶ୍ବରର ଜୟଦେବ ଭବନଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପାରମିତା ଶତପଥୀ ତ୍ରିପାଠୀ, ଓଡ଼ିଶା କ୍ଷେତ୍ରର ପ୍ରମୁଖ ମୁଖ୍ୟ ଆୟକର କମିଶନର, ଯୋଗ ଦେଇଥିଲେ । ଏହି…
Read More...

ଗନ୍ଧମାର୍ଦ୍ଦନ ପର୍ବତରେ ଫସିରହିଥିବା ୧୭ ତୀର୍ଥଯାତ୍ରୀ ୨୧ ଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ନୃସିଂହନାଥ ମନ୍ଦିରକୁ ଛତିଶଗଡ଼ରୁ ଆସିଥିବା ୨୧ ଜଣ ତୀର୍ଥଯାତ୍ରୀ ବୁଧବାର ସକାଳ ୧୦ ଟା ସମୟରେ ନୃସିଂହନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏହାପରେ ୧୦ଟା ୩୦ ରେ ୧୭ ଜଣ ଗନ୍ଧମାର୍ଦ୍ଦନ ପାହାଡ…
Read More...

ରାଜ୍ୟ ମନ୍ତ୍ରୀମଣ୍ଡଳରେ ହେବ କି ଅଦଳବଦଳ : ଦିଲ୍ଲୀ ଗସ୍ତରେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର : ବଢିଲା ସସ୍‌ପେନ୍ସ । ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି । ମଙ୍ଗଳବାର ଦିନ ଦିଲ୍ଲୀ ଗସ୍ତରେ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସଭାପତି ଭାବେ ପୁନଃ ନିର୍ବାଚିତ ହେବା ପରେ ଏହା ତାଙ୍କର ୨ୟ ଥର ଲାଗି ଦିଲ୍ଲୀ ଗସ୍ତ । ଦିଲ୍ଲୀରେ ବିଜେପି ହାଇକମାଣ୍ଡଙ୍କ ସହ…
Read More...

ରାଜ୍ୟସଭା ପ୍ରସଙ୍ଗକୁ ଏଡ଼ାଇ ଦେଲେ ଦିଲ୍ଲୀପ ରାୟ : କହିଲେ ବିକାଶ କାମ ନେଇ ମନ୍ତ୍ରୀଙ୍କ ସହିତ ଆଲୋଚନା

ଭୁବନେଶ୍ୱର : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲ୍ଲୀପ ରାୟ । ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବାସଭବନକୁ ଯାଇଁ ଭେଟିଛନ୍ତି ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ । ବିଭିନ୍ନ ପ୍ରସଙ୍ଗ ନେଇ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ତେବେ ମନ୍ତ୍ରୀଙ୍କ ସହ…
Read More...

ବୁଧବାରଠୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ୨୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ଅଛି । ଏହା ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି । ୨୩ରୁ…
Read More...

କାଲିଠୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ମନା : ଜିଲ୍ଲାପାଳଙ୍କୁ ମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ

ଭୁବନେଶ୍ଵର : କାଲିଠୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ମନା । ଯିଏ ବିକ୍ରି କରିବ ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେବଳ କାଚ ବୋତଲ ଏବଂ ଟିଣ ବୋତଲରେ ପେଟ୍ରୋଲ ବିକ୍ରି କରି ହେବ । ଏ ସଂପର୍କରେ ସୋମବାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
Read More...

ଭୁବନେଶ୍ୱରରେ ‘ସୁଶାସନ ଅଭ୍ୟାସ’ ଉପରେ ଜାତୀୟ ସମ୍ମିଳନୀ ଉଦଯାପିତ

ଅଭିନବ ଏବଂ ନାଗରିକ କୈନ୍ଦ୍ରିକ ସଂସ୍କାର ଉପରେ ଗୁରୁତ୍ୱ ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରରେ ଆଜି ସୁଶାସନ ଉପରେ ଦୁଇ ଦିନିଆ (୧୭-୧୮ ଜୁଲାଇ, ୨୦୨୫) ଜାତୀୟ ସମ୍ମିଳନୀ ସଫଳତାପୂର୍ବକ ଉଦଯାପିତ ହୋଇଯାଇଛି । ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ…
Read More...

ତେଲେଙ୍ଗାନାରେ ଚାଞ୍ଚଲ୍ୟ : କଂଗ୍ରେସ ନେତା ଅନିଲ ମାରେଲିଙ୍କୁ ଗୁଳି କରି ହତ୍ୟା

ଭୁବନେଶ୍ୱର : ତେଲେଙ୍ଗାନାର ମେଦକ ଜିଲ୍ଲାରେ କଂଗ୍ରେସର ଅନୁସୂଚିତ ଜାତି (ଏସସି) ସେଲ୍‌ର ଜିଲ୍ଲା ସମ୍ପାଦକ ଅନିଲ ମାରେଲି (୨୮)ଙ୍କୁ ଅଜଣା ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣା ମଙ୍ଗଳବାର ସକାଳ ସମୟରେ କୁଲଚାରମ ମଣ୍ଡଳର ବରିଗୁଣ୍ଠମ ଗାଁ ନିକଟରେ ଘଟିଛି । ପୋଲିସ…
Read More...