Browsing Tag

bhubaneswar news

ପୁଣି ବଢିଲା ଓମଫେଡ୍ କ୍ଷୀର ଦର : ଏପ୍ରିଲ୍ ୧ରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ଵର : ପୁଣି ବଢିଲା ଓମଫେଡ୍ କ୍ଷୀର ଦର । ପ୍ୟାକେଟ୍ ପିଛା ୨ ଟଙ୍କା ବୃଦ୍ଧି କରିଛି ଓମଫେଡ୍ । ଏପ୍ରିଲ୍ ୧ରୁ ଏହି ନୂଆ ଦର ଲାଗୁ ହେବ । ଗୋଖାଦ୍ୟ, ଚାରା, ଔଷଧ, ଇନ୍ଧନ ଆଦିରେ କୃଷକଙ୍କ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଓମଫେଡ୍ ଦୁଗ୍ଧ ମୂଲ୍ୟରେ ବୃଦ୍ଧି କରିଛି । ସୂଚନା…
Read More...

ଆଜି ଓଡ଼ିଶା ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଭଦ୍ରକ-ନୟାଗଡ଼ ମେମୁ ଟ୍ରେନର କରିବେ ଶୁଭାରମ୍ଭ

ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୧୨ଟା୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସଡ଼କ ପଥରେ କଟକ କେଶବ ଧାମରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅପରାହ୍ନ ୨ଟାରେ ପହଞ୍ଚିବେ । ସେଠାରୁ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ରେଳ ଷ୍ଟେସନରେ…
Read More...

ଜାତୀୟ ଶକ୍ତି ଉତ୍ତୋଳନ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କେରଳ ରାଜ୍ୟ ଅନ୍ତର୍ଗତ କୋଝିକୋଡ୍‌ଠାରେ ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥି ପାଇଁ ଓଡ଼ିଶା ଶକ୍ତିଉତ୍ତୋଳନ ସଂଘ ତରଫରୁ ମନୋନୀତ ୧୫ ଜଣିଆ ଖେଳାଳି ଦଳ ଏବଂ ଦୁଇଜଣ କର୍ମକର୍ତ୍ତା କେରଳ ଗସ୍ତ…
Read More...

ଆଜି ପବିତ୍ର ଅଶୋକାଷ୍ଟମୀ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ । ଚଳଚଞ୍ଚଳ ହୋଇପଡ଼ିଛି ଏକାମ୍ରକ୍ଷେତ୍ର । ରୁକୁଣା ରଥରେ ବସି ଯାତ୍ରା କରିବେ ମହାପ୍ରଭୁ ଲିଙ୍ଗରାଜ । ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଉଭଣୀ ରୁକ୍ମିଣୀ ରୁକୁଣା ରଥରେ ବିଜେ ହୋଇ ମାଉସୀ ଘର ଯିବେ । ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବାକୁ…
Read More...

ଆଶୋକକାଷ୍ଟମୀ ପର୍ବ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଆଜି ସ୍ଥାନୀୟ ସରକାରୀ ଛୁଟି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଶୋକାଷ୍ଟମୀ ପର୍ବ ପରିପ୍ରେକ୍ଷୀରେ ମାର୍ଚ୍ଚ ୨୯ ତାରିଖ (ବୁଧବାର)କୁ ଖୋର୍ଦ୍ଧା ଜିଲ୍ଲା ପାଇଁ ସ୍ଥାନୀୟ ସରକାରୀ ଛୁଟି ଦିବସ ଘୋଷଣା କରାଯାଇଛି । ଏହି ମର୍ମରେ ଆଜି କେନ୍ଦ୍ରାଂଚଳରେ ରାଜସ୍ୱ ଆୟୁକ୍ତ, କଟକଙ୍କ କାର୍ଯ୍ୟାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି…
Read More...

ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସ୍‌ର କର୍ମଶାଳା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶିକ୍ଷା ପୋଥି ଗତ ନହୋଇ କିୟାଶୀଳ ହେବା ଉଚିତ । ଆମେ ପଢ଼ିବା, ବଢ଼ିବା ଓ ଗଢିବା ସହ ଉତ୍ତମ ସେବା ମନୋବୃତ୍ତିଧାରୀ ଚରିତ୍ରବାନ ମଣିଷ ହେବା ବୋଲି ଭାରତୀୟ ରେଡକ୍ରସ୍‌ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ତରଫରୁ ଭୁବନେଶ୍ୱର ସ୍ଥିତ ନୀଳାଚଳ ପଲିଟେକନିକ୍…
Read More...

ବଦଳି ହେଲେ ମେୟରଙ୍କ ସଚିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ମହାନଗର ନିଗମର (ବିଏମ୍‌ସି) ଏକାମ୍ର ସଭା ଗୃହରେ ଗତକାଲି ପୂର୍ବାହ୍ନରେ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ପାଇଛନ୍ତି ଡେପୁଟି କମିଶନର ତଥା ମେୟରଙ୍କ ସଚିବ କମଳାକାନ୍ତ ବେହେରା । ବିଏମ୍‌ସିରେ ଦୀର୍ଘ ତିନି ବର୍ଷ ଧରି କାର୍ଯ୍ୟ କରିବା ପରେ ସରକାରୀ…
Read More...

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଦାୟୀ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଳ କୁମାର ଲୋହାନୀଙ୍କୁ ଆଜି ରାଜ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀ ଲୋହନୀ ଆଜି ଅପରାହ୍ଣରେ ‘ ମୁଖ୍ୟ ନିର୍ବାଚନ ଅଧିକାରୀ’ ପଦବୀରୁ ପଦଭାରମୁକ୍ତ…
Read More...

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପର ତୃତୀୟ ବୈଠକ

ଓଡ଼ିଶାରେ ‘ଉତ୍କଳ ଦିବସ’ରୁ ଜି-୨୦ ବୈଠକ ପର୍ଯ୍ୟନ୍ତ ଜନ ଭାଗିଦାରୀ କାର୍ଯ୍ୟକ୍ରମପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଗଦର୍ଶନରେ କାର୍ଯ୍ୟକ୍ରମ ଆୟୋଜନ କରାଯିବଏପ୍ରିଲ ୨୩ରୁ ୨୯ ଯାଏଁ ଭବିଷ୍ୟତର କାର୍ଯ୍ୟପନ୍ଥା ନେଇ ପ୍ରଦର୍ଶନୀର…
Read More...

ପୁଣି ଏକ ପଶ୍ଚିମା ଝଡ ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ପୁଣି ଏକ ପଶ୍ଚିମା ଝଡ ସମ୍ଭାବନା । ଆସନ୍ତା ୩୦ ତାରିଖ ସୁଦ୍ଧା ପୁଣି ଏକ ପଶ୍ଚିମା ଝଡ ସମ୍ଭାବନା ଥିବା ଭୁବେନଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଏବଂ ଉପକୂଳ ଜିଲ୍ଲାରେ ମାର୍ଚ୍ଚ ୩୦ରୁ ବର୍ଷା ସମ୍ଭାବନା ରହିଛି । ତେବେ…
Read More...