Browsing Tag

banai news

ବଣାଇ ବ୍ଲକ କଷଡା ଗ୍ରାମ ପଞ୍ଚାୟତରେ ସରକାରୀ ଅର୍ଥ ହେରଫେର ଅଭିଯୋଗ

ବଣାଇ, (କେପିଏନ୍‌ଏସ୍‌) : ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଲୋକଙ୍କ ସର୍ବାଙ୍ଗୀନ ବିକାଶ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାରୀ ସ୍ତରରେ ମାଳ ମାଳ ଯୋଜନା ଅଛି କିନ୍ତୁ ଏହି ଯୋଜନା ଗୁଡିକ କିଛି ମାତ୍ରାରେ କାର୍ଯ୍ୟକାରୀ ହେଉଥିବା ବେଳେ ତାର ଲାଭ ପାଇ ପାରୁ
Read More...

ସାପ କାମୁଡାରେ ୨ ମୃତ

ବଣାଇ : ତାମଡା ପଂଚାୟତ ଝିରପାଣି ଗ୍ରାମରେ ସାପ କାମୁଡ଼ାରେ ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଛି । ମୃତକ ଭାଇ ଜଣକ ହେଲେ ଏଭମ ଲାକ୍ରା (୬) ଏବଂ ଭଉଣୀ ଏଭଲିନା ଲାକ୍ରା (୭) ସୋମବାର ରାତିରେ ଭାଇ-ଭଉଣୀ ଘରେ ଶୋଇଥିବା ସମୟରେ ଏକ ସାପ ଉଭୟଙ୍କୁ କାମୁଡ଼ି ଦେଇଥିଲା । ଘର ଲୋକ ଏହା ଜାଣିପାରି ଉଭୟଙ୍କୁ
Read More...

ଭାରସାମ୍ୟ ହରାଇ ଖାଲ ଭିତରକୁ ପଶିଲା ଯାତ୍ରୀବାହୀ ବସ୍‌ : ଚାଳକଙ୍କ ସମେତ ଜଣେ ଯାତ୍ରୀ ଆହତ

ବଣାଇ : ଲହୁଣିପଡ଼ାରୁ ବଣାଇ ଦେଇ ଭୁବନେଶ୍ଵର ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ ପ୍ରଧାନ କୋଚ ଦୁର୍ଘଟଣାଗ୍ରସ୍ତ । ବଣାଇ ଥାନା ଅନ୍ତର୍ଗତ ବାଲିଘାଟ ଛକରେ ଭାରସାମ୍ୟ ହରାଇ ଖାଲ ଭିତରକୁ ପଶିଗଲା ବସ୍‌ । ଦୁର୍ଘଟଣାରେ ଚାଳକଙ୍କ ସମେତ ଅନ୍ୟ ଜଣେ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ମୁତାବକ, ଆଜି
Read More...

ରେଳ ଧାରଣାରେ ଆଇଇଡ଼ି ବିସ୍ଫୋରଣ : ହାଇ ଆଲର୍ଟରେ ଓଡ଼ିଶା-ଝାଡ଼ଖଣ୍ଡ ସୀମା ରେଲୱେ ଟ୍ରାକ୍

ବଣାଇ : ଝାଡ଼ଖଣ୍ଡର କରମପଦା ରେଲୱେ ଷ୍ଟେସନ ନିକଟରେ ଆଇଇଡି ବିସ୍ଫୋରଣ ହୋଇଛି । ସେପଟେ ଓଡ଼ିଶାର କେ.ବଲାଙ୍ଗ ଥାନା ରେଞ୍ଜଡା ରେଲୱେ ଟ୍ରାକ୍‌ରେ ଆଇଇଡି ବିସ୍ଫୋରଣ ହୋଇଛି । ରବିବାର ଆଇଇଡି ବିସ୍ଫୋରଣ ପରେ ବିମଲାଗଡ଼ ସେକ୍ସନ ରେଲୱେ ଲାଇନ୍‌ରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦଥିଲା । ଏହା
Read More...

ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଅଜବ ଚିକିତ୍ସା : ୪ବର୍ଷର ଶିଶୁକୁ ଦେଲେ କୁକୁର କାମୁଡା ଇଞ୍ଜେକସନ୍

ବଣାଇ : ଭଗବାନ ଭରସାରେ ବଣାଇ ଉପଖଣ୍ଡ ଚିକିତ୍ସାଳୟ । ୪ ବର୍ଷର ଶିଶୁକୁ ଭୁଲରେ ଦେଇଦେଲେ କୁକୁର କାମୁଡା ଇଞ୍ଜେକସନ୍ । ସାଧାରଣ କୁଣ୍ଡେଇ ହେବାରୁ ଶିଶୁ କନ୍ୟାକୁ ପରିବାର ଲୋକ ହସ୍ପିଟାଲକୁ ନେଇ ଥିଲେ । ହେଲେ ଡାକ୍ତର ଭୁଲ୍ ଇଞ୍ଜେକସନ ଦେଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, ଗତ ୨୯
Read More...

ସରଣ୍ଡା ଜଙ୍ଗଲରେ ଆଇଇଡି ବ୍ଲାଷ୍ଟ୍ : ଜଣେ ଯବାନ ଗୁରୁତର

ବଣାଇ : ସରଣ୍ଡା ଜଙ୍ଗଲରେ ଆଇଡି ବ୍ଲାଷ୍ଟ୍ । ଜଣେ ଯବାନ ଗୁରୁତର । ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ଆଇଡି ବିସ୍ଫୋରଣ ହୋଇଛି । ଯେଉଁଥିରେ ଝାଡ଼ଖଣ୍ଡ ଜାଗୁଆରର ଯବାନ ମନୋଜ ଦମାଇ ଗୁରୁତର ଆହତ ହୋଇଛନ୍ତି । ଛୋଟନାଗରା ଥାନା ଅନ୍ତର୍ଗତ ବାବୁଡରା ନିକଟ ସରଣ୍ଡା ଜଙ୍ଗଲରେ ଏହି ବିସ୍ପୋରଣ
Read More...

ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନ୍‌ଚ୍ୟୁତ : ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ବଣାଇ : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନ୍‌ଚ୍ୟୁତ । ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ । ରକ୍ସି ରେଲୱେ ସାଇଡିଙ୍ଗରୁ ଲୁହା ପଥର ବୋଝେଇ କରି ବିମଳାଗଡ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଛି । ଏଥିରେ କାହାର କୌଣସି କ୍ଷତି ହୋଇନାଥିବା ବେଳେ ଦୁର୍ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ରେଲୱେ
Read More...

ଶୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା ଘର

ବଣାଇ : ଶୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା ଘର । ଦିବ୍ୟାଙ୍ଗ ସ୍ଵାମୀ ମୃତ ସ୍ତ୍ରୀ ଆହତ । ଅଳ୍ପକେ ବର୍ତ୍ତିଗଲା ଶିଶୁ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଦେଉଳହୁଡ଼ି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନାଅନୁସାରେ ଦେଉଳହୁଡ଼ି ଗ୍ରାମର ଜେନା ମୁଣ୍ଡାରୀ ଜଣେ
Read More...

ପରିବା ବ୍ୟବସାୟୀଙ୍କ ଉପରେ ଚଢିଲା ଟ୍ରକ୍‌

ବଣାଇ : ସୁନ୍ଦରଗଡ଼ ଲହୁଣୀପଡ଼ା ଥାନା ଗମଲେଇ ସାପ୍ତାହିକ ବଜାର ନିକଟରେ ଦୁର୍ଘଟଣା । ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା ଟ୍ରକ୍‌ । ଯାହାଫଳରେ ଏହି ଦୁର୍ଘଟଣାରେ ରାଉରକେଲାର ପରିବା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ହେଉଛି ପ୍ରଦୀପ ନାଏକ । ସୂଚନା ଅନୁଯାୟୀ, ପରିବା ବ୍ୟବସାୟୀ
Read More...

ହାଇୱାକୁ ଧକ୍କା ଦେଲା ସ୍କର୍ପିଓ : ୩ ଜଣ ମୃତ, ୨ ଗୁରୁତର

ବଣାଇ : କୋଇଡା ଥାନା ରେଙ୍ଗାଲବେଡା ଠାରେ ଭୟଙ୍କର ଦୁର୍ଘଟଣା । ହାଇୱାକୁ ଧକ୍କା ଦେଲା ସ୍କର୍ପିଓ । ଘଟଣାସ୍ଥଳରେ ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ । ଦୁର୍ଘଟଣାରେ ୨ ଗୁରୁତର । ସୂଚନାନୁଯାୟୀ, ବାହାଘର ଭୋଜି ଖାଇ ଗୋଟିଏ ପରିବାର ଫେରୁଥିଲେ । ଏହି ସମୟରେ କୋଇଡ଼ା ଥାନା
Read More...