ଶିକାର ବେଳେ ମାଡ଼ିବସିଲା ବନବିଭାଗ : ବନ୍ଧୁକ ସହ ଦୁଇ ଗିରଫ
ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାଟଗୁଡ଼ା ପଞ୍ଚାୟତର ପୁଷାଙ୍ଗିଆ ଠାରେ ଶିକାର କରିବା ସମୟରେ ବନବିଭାଗ ୨ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଗତ ରାତିରେ ଦୁର୍ବୃତ୍ତ ବାଲିଗୁଡା ବ୍ଲକ ପୁସାଙ୍ଗିଆର ଏକ ଜଙ୍ଗଲ ମଧ୍ୟରେ ଶିକାର କରିବା!-->…
Read More...
Read More...