ପଞ୍ଚୁଦଣ୍ଡ ପରିଚାଳନା ସମିତିର ନୂତନ କର୍ମକର୍ତ୍ତା ମନୋନୀତ
ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତିର ନୂତନ କର୍ମକର୍ତ୍ତା ମନୋନୟନ ସ୍ଥାନୀୟ ମା' ପାଟଖଣ୍ଡା ମନ୍ଦିରର ସମ୍ମିଳନୀ କକ୍ଷରେ ରାଜକିଶୋର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୨୩ ବର୍ଷର ଆୟବ୍ୟୟ!-->…
Read More...
Read More...