Browsing Tag

balangir news

ସଂସ୍କୃତ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନରସିଂହ ମନ୍ଦିର ପ୍ରାଙ୍ଗଣରେ ସଂସ୍କୃତ ପରିଷଦ ଆନୁକୁଲ୍ୟରେ ସଂସ୍କୃତ ଦିବସ ପାଳିତ ହୋଇଥିଲା । ବରିଷ୍ଠ ଆଇନଜିବୀ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମଦନ ମୋହନ ରଥ ମୁଖ୍ୟ ଅତିଥି ତଥା ଉପଦେଷ୍ଟା ନିଳମଣି ମିଶ୍ର ସମ୍ମାନନୀୟ ଅତିଥି
Read More...

ସାମ୍ବାଦିକଙ୍କ ଜୀବିକା ଉପରେ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ ସରକାରୀ ବସ୍‌ଷ୍ଟାଣ୍ଡ୍ ନିକଟ ଫଳବଜାର ପାଖରେ ଥିବା ଛୋଟକାଟିଆ ଖବରକାଗଜ ଦୋକାନକୁ ଚଳାଇ ବରିଷ୍ଠ ସାମ୍ବାଦିକ ରାଜୀବ ଷଡ଼ଙ୍ଗୀ ଜୀବିକାର୍ଜନ କରନ୍ତି । ଦୁଃଖର ବିଷୟ ଗତକାଲି ରାତି ସମୟରେ କେହି ଜଣେ ଅସାମାଜିକ ଯୁବକ ଈର୍ଷାପରାୟଣ ହୋଇ
Read More...

ପେଟି ପେଟି କଫ୍‌ ସିରଫ୍‌ ଜବତ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ହାତରେ ପେଟି ପେଟି କଫ୍‌ ସିରଫ୍‌ । ଖାଲି କଫ୍‌ ସିରଫ୍‌ ନୁହେଁ କଫ୍‌ ସିରଫ୍‌ ସାଙ୍ଗକୁ ମାଫିଆକୁ ବି ଧରିବାରେ ସଫଳ ହୋଇଛି ବଲାଙ୍ଗିର ଟାଉନ ଥାନା ପୋଲିସ । ଆଉ ଏହି ଘଟଣାକୁ ନେଇ ବଲାଙ୍ଗିର ଟାଉନ ଥାନାଠାରେ ଅନୁଷ୍ଠିତ ହୋଇଥିବା ଏକ
Read More...

ସ୍କୁଲ୍ ନୁ କଲେଜ୍ ଗାଁ ନୁ ସହର୍ ତହଁକ୍ ପୁହୁଁଚିଲା ଘର୍ କେ ଘର୍

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : କୋଶଲୀ ଭାଷା ସାହିତ୍ୟର ଅଗ୍ରଣୀ ଅନୁଷ୍ଠାନ ତହଁକ କୁଟୁମ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ କରି ବେଶ ଚର୍ଚ୍ଚାରେ ରହିଥାଏ । କୋଶଲୀ ଭାଷା ସାହିତ୍ୟକୁ ଛୋଟଛୁଆମାନଙ୍କ ପାଖରୁ ନେଇ ଗ୍ରାମାଞ୍ଚଳକୁ ଯାଇ ସାଧାରଣ ଜନତାଙ୍କ ପାଖରେ ଆମ ଅଞ୍ଚଳର ସାହିତ୍ୟ,
Read More...

ଜିଲ୍ଲା ପେଟ୍ରୋଲିୟମ ଡିଲର ଏସୋସିଏସନର ବୈଠକ

ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ସହ ଅଲୋଚନା କରିବାକୁ ୭ଜଣିଆ କମିଟି ଗଠିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଏକ ହୋଟେଲରେ ବଲାଙ୍ଗିର ଜିଲ୍ଲା ପେଟ୍ରୋଲିୟମ ଡିଲର ଏସୋସିଏସନର ଜିଲ୍ଲା ସଭାପତି ଆକାଶ ମିଶ୍ରଙ୍କ ସଭାପତିତ୍ୱରେ ଆଜି ଏକ ଜରୁରୀ ବୈଠକ ଅନୁଷ୍ଠିତ
Read More...

ବଲାଙ୍ଗିର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ଅଗଷ୍ଟ ରାଉଣ୍ଡ -୨୦୨୫ ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ଅଗଷ୍ଟ ରାଉଣ୍ଡ -୨୦୨୫ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ପବିତ୍ର ବେହେରା ଓ ସମ୍ମାନିତ
Read More...

ଏଚ.ଆଇ.ଭି./ ଏଡ୍‌ସ ଓ ଯୌନ ସଂକ୍ରମଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଏଚ୍.ଆଇ.ଭି. / ଏଡ୍‌ସ ଓ ଯୌନ ସଂକ୍ରମଣ ଜନିତ ରୋଗ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ସରକାର ବାଳିକା ମହାବିଦ୍ୟାଳୟରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଶୁଭ
Read More...

ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଭିଡିଓ ଭାଇରାଲ କରିଥିବା ବଳତ୍କାରୀକୁ ଗିରଫ କରିଛି ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଭିଡିଓ ଭାଇରାଲ କରିଥିବା ଜେଲ ଫେରନ୍ତା ବଳତ୍କାରୀ ଯୁବକଙ୍କୁ ପୋଲିସ ଗିରଫ କରିଛି । ତାକୁ ଗୁଜୁରାଟର ରାଜକୋଟରୁ ଉଠାଇ ଆଣିଲା ଦେଓଗାଁ ପୋଲିସ । ଗିରଫ ଅଭିଯୁକ୍ତ ଦେଓଗାଁ ଥାନା ଉପରଝର ଗାଁର ଆକାଶ ବିଶାଳ ବୋଲି
Read More...

୧୧ ଅଗଷ୍ଟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୁହ ଛୁଟିରେ ଜିଲ୍ଲାର ସମସ୍ତ ରାଜସ୍ୱ ଅମଲା ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବହୁ ପ୍ରତିକ୍ଷିତ ଦଶ ଦଫା ଦାବି ପୁରଣ କରିବାରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ସଂଘର ପୁର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ୧୧ ଅଗଷ୍ଟରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ରାଜସ୍ୱ ଅମଲାମାନେ ସାମୁହିକ ଛୁଟିିରେ ରହିବା
Read More...

ଚନ୍ଦନଭାଟି ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚନ୍ଦନଭାଟିରେ ଇତି ମଧ୍ୟରେ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ସାରସ୍ୱତ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବରେ କବିଙ୍କର ବିଭିନ୍ନ କାବ୍ୟକୃତି ବିଷୟରେ ଆଲୋଚନା କରିଥିଲେ ।
Read More...