Browsing Tag

balangir news

ଶିକ୍ଷୟିତ୍ରୀ ନୟମୀ ନାଗଙ୍କ ଅବସର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ହର୍ଡାଟାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ନୟମୀ ନାଗ ଅବସର ଗ୍ରହଣ କରିଛନ୍ତି । ସେ ଜଣେ ମିଷ୍ଟଭାଷୀ, ଛାତ୍ରବତ୍ସଳା, ମେଳାପି, ସମାୟାନୁବର୍ତ୍ତି ଶିକ୍ଷୟିତ୍ରୀ ଭାବେ ଜଣାଶୁଣା । ଶିକ୍ଷୟିତ୍ରୀ ଭାରତୀ ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ…
Read More...

୨୩ତମ ବାରପୁଡୁଗିଆ କପ୍‌ ଉଦ୍‌ଯାପିତ : ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ସ୍ଥିତ ହାୱା ଗାର୍ଡେନ ଖେଳ ପଡିଆରେ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ବାରପୁଡୁଗିଆ ଦଳ ୨-୦ ଗୋଲରେ ଡଙ୍ଗାଘାଟକୁ ହରାଇ ଚମ୍ପିୟାନ ହୋଇଛି । ଏହି ଫାଇନାଲ ମ୍ୟାଚରେ ମୁଖ୍ୟ…
Read More...

ସପ୍ତମ ବର୍ଷରେ ପଦାର୍ପଣ କଲା ବଲାଙ୍ଗିର ଦିନ୍‌ : ସରକାରୀ ମାନ୍ୟତା ପାଇଁ ଜୋର ଧରିଲା ଦାବି

ଐତିହ୍ୟ ଓ ଅସ୍ମିତାକୁ ନେଇ ଏକାଠି ହେଲେ ଶତାଧିକ ଲୋକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଟିର ଗୌରବ, ସ୍ୱାଭିମାନ ଓ ଐତିହାସିକ ପରିଚୟକୁ ମନେ ପକାଇ ସପ୍ତମ ବର୍ଷରେ ପଦାର୍ପଣ କରିଛି ବଲାଙ୍ଗିର ଦିନ୍‌ । ଏହି ଅବସରରେ ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ଅସ୍ମିତାର ସୁରକ୍ଷା ସହ…
Read More...

‘୧ ନଭେମ୍ବର ବଲାଙ୍ଗିର ଦିନ୍‌’ ପାଇଁ ସାଂସ୍କୃତିକ ଶୋଭାଯାତ୍ରା : ଧୂମ୍‌ ନାଚିଲେ ଜେନ୍‌-ଜି

ବଲାଙ୍ଗିର, (କେପିଏନ୍‌ଏସ୍‌) : ନଭେମ୍ବର ୧ ବଲାଙ୍ଗିର ଦିନ୍‌ । ଆଜିର ଦିନରେ ୧୯୪୯ ମସିହାରେ ବଲାଙ୍ଗିର ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା । ତେଣୁକରି ବଲାଙ୍ଗିର ଜିଲ୍ଲା ଗଠନର ଅସ୍ମିତା ଓ ସ୍ୱାଭିମାନକୁ ନେଇ ନଭେମ୍ବର ୧ ତାରିଖକୁ ବଲାଙ୍ଗିର ଦିନ୍ ଭାବରେ ପାଳନ କରାଯାଉଛି । ଆଜି…
Read More...

ଜାତୀୟ ସଂହତି ଓ ଭାଇଚାରାର ବାର୍ତ୍ତା ଦେଲେ ବିଚାରପତି : ପି.ଆର୍. ହାଇସ୍କୁଲରେ ଏକତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିରର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ହିରଣ୍ମୟ ବିଶୋଇଙ୍କ ଅନୁମତି କ୍ରମେ ସ୍ଥାନୀୟ ପି.ଆର୍. ହାଇସ୍କୁଲ, ବଲାଙ୍ଗିର ଠାରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ…
Read More...

ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ମହାସମାରୋହରେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ, ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…
Read More...

ବଲାଙ୍ଗିରରେ ‘ରାଷ୍ଟ୍ରୀୟ ଏକତା ଦିବସ’ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶର ଲୌହମାନବ ତଥା ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ବଲାଙ୍ଗିରଠାରେ ‘ରାଷ୍ଟ୍ରୀୟ ଏକତା ଦିବସ’ ଅତି ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଜାତିର ଏକତା, ଅଖଣ୍ଡତା ଏବଂ ଦେଶପ୍ରେମର ବାର୍ତ୍ତା…
Read More...

ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଜାତୀୟ ଏକତା, ଭାଇଚାରା, ଶାରୀରିକ ସୁସ୍ଥତା ଓ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରସାର ଉଦ୍ଦେଶ୍ୟରେ “ଡିବ୍ରି” ଏବଂ “ପଲ୍ଲୀ ଆଲୋକ ପାଠାଗାର”ର ମିଳିତ ଆନୁକୂଲ୍ୟରେ…
Read More...

ବଲାଙ୍ଗିର ଦିନ୍‌ରେ ଡେଙ୍ଗ ହାଇସ୍କୁଲର ମହତ୍‌ ପଦକ୍ଷେପ, ରକ୍ତଦାନ ଶିବିରରେ ସଂଗ୍ରହ ହେଲା ୪୦ ୟୁନିଟ୍ ରକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିନକୁ ସ୍ମରଣୀୟ କରିବା ସହ ମାନବସେବାର ବାର୍ତ୍ତା ପ୍ରସାର ପାଇଁ ଡେଙ୍ଗ ହାଇସ୍କୁଲ ପକ୍ଷରୁ ଆୟୋଜିତ ହୋଇଛି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଡେଙ୍ଗର ଜୁନିୟର…
Read More...

ବ୍ରାହ୍ମଣ ସମାଜର ୟୁଜିସି ବିଲ୍‌ ବାତିଲ ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର ଦେବାପାଇଁ ନିଷ୍ପତ୍ତି ବଲାଙ୍ଗିର, (କେପିଏନ୍‌ଏସ୍‌) ସଦାଇପାଲି ପଲ୍ଲିଶ୍ରୀବିହାର ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ମନ୍ଦିର କମିଟି ବ୍ରାହ୍ମଣ ସମାଜର ସଭାପତି ପଣ୍ଡିତ ମହାବୀର ବେଦବାକଙ୍କ ଅଧ୍ୟକ୍ଷତା ତଥା…
Read More...