Browsing Tag

athagarh news

ଆଠଗଡ଼ ପୋଲିସକୁ ମିଳିଲା ବଡ଼ ସଫଳତା : ଗାଡି ଚୋର ଗ୍ୟାଙ୍ଗ ଗିରଫ

ଆଠଗଡ଼ : ଆଠଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା । ଆଠଗଡ଼ ଥାନା ଅନ୍ତର୍ଗତ ଦୋରଡ଼ ଗାଁ ମୁଣ୍ଡରେ ଲୁଟେରାମାନେ ଗ୍ରାହକ ଅପେକ୍ଷାରେ ଥିବା ବେଳେ ଚଢାଉ କଲା ପୋଲିସ । ଚଢାଉ ବେଳେ ୪ ନାବାଳକ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଚୋରା ଗାଡି ଜବତ ହୋଇଛି । ସୂଚନାନୁଯାୟୀ, ଗତ କିଛି ଦିନ ଧରି…
Read More...

ସାରେଗାମାପାର ଚାମ୍ପିୟନ ହେଲେ ଆଠଗଡ ମାଟିର ଝିଅ ସୌଜନ୍ୟା ରଥ

ଆଠଗଡ : ଆଠଗଡ ମାଟିର ଝିଅ ସୌଜନ୍ୟା ରଥ ଜି ସାର୍ଥକ ସାରେଗାମାପା ୨୦୨୨ରେ ଚାମ୍ପିୟନ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଓଡ଼ିଶାର ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ରାଉଣ୍ତରେ ସୌଜନ୍ୟା ଚାମ୍ପିୟନ ହୋଇଥିବା ଜଣାପଡିଛି । ସୌଜନ୍ୟାଙ୍କ ସଫଳତା ପରେ ଆଠଗଡରେ ଖୁସିର ଲହରୀ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଚାଳକ ଗୁରୁତର

ଆଠଗଡ଼ : ଶୁକ୍ରବାର ବିଳମ୍ବିତ ରାତିରେ ଆଠଗଡ଼ ନରସିଂହପୁର ମୁଖ୍ୟ ରାସ୍ତା ଚାନ୍ଦବାଲି ଛକ ଗୁପ୍ତା ଡିଷ୍ଟ୍ରିବୁଟର ସମ୍ମୁଖରେ ଦୁଇଟି ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖୁଣ୍ଟୁଣୀ ପଟରୁ ଆସୁଥିବା ଏକ ଲୁହା ରଡ୍‌ ବୋଝେଇ ଟ୍ରଲର ଏବଂ ନରସିଂହପୁର ଆଡୁ…
Read More...

ଗୋମାଂସ ଭର୍ତ୍ତି କଣ୍ଟେନର ଜବତ : ୨ ଅଟକ

ଆଠଗଡ଼ : ଗୋମାଂସ ଭର୍ତ୍ତି କଣ୍ଟେନର ପୋଲିସ ଜବତ କରିଥିବା ଜଣାପଡିଛି । ରବିବାର ବିଳମ୍ବିତ ରାତିରେ ତିଗିରିଆ ଫାୟାର ଷ୍ଟେସନ୍ ପାଖ ଅଚଳକୋଟ ରାସ୍ତାରୁ ଏହି କଣ୍ଟେନର ଜବତ ହୋଇଛି । ଏହା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତିରେ ବିଶେଷ…
Read More...

ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ପାଳିତ

ଆଠଗଡ : ଆଠଗଡ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୨ତମ ଜନ୍ମ ଜୟନ୍ତୀ ଓ ସେବା ପକ୍ଷ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ପ୍ରଜ୍ଞାନ ମିଶନ ପକ୍ଷରୁ ଗୀତା ଆବୃତ୍ତି ପ୍ରତିଯୋଗିତା

ଆଠଗଡ : ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ରାସରସିକପୁରସ୍ଥିତ ସରସ୍ୱତୀ ଶିଶୁମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜନଗର ପଞ୍ଚାୟତର ବେତଖୋଲିସ୍ଥିତ ହରିହରାନନ୍ଦ ଆଶ୍ରମର ସ୍ୱାମୀ ଅଞ୍ଜନେୟାନନ୍ଦ ଗିରି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହି…
Read More...

ଆଠଗଡରେ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା

ଆଠଗଡ : ଆଠଗଡ ଟାଟା ପାୱାର ବିଦ୍ୟୁତ୍‍ ବିତରଣ କମ୍ପାନୀ ପକ୍ଷରୁ ସ୍ଥାନୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସବଷ୍ଟେସନ ପରିସରରେ ସୁନ୍ଦର ଆଲୋକ ତୋରଣ ଓ ସାଜ୍ଜସଜ୍ଜା ମଧ୍ୟରେ ପୂଜା ଅନୁଷ୍ଠିତ ହୋଇଯାଇଛି । ସହକାରୀ ଯନ୍ତ୍ରୀ ଗୋରମୋହନ ସାହୁଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ…
Read More...

ରାଜ୍ୟ ମହିଳା ବିଜେଡି ଉପସଭାପତିଙ୍କୁ ସମ୍ବର୍ଦ୍ଧନା

ଆଠଗଡ଼ : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ରାଜ୍ୟ ମହିଳା ବିଜେଡିର ପୁନର୍ଗଠନ କରିଥିବା ବେଳେ ଏଥିରେ ସ୍ଥାନ ପାଇଥିବା ଆଠଗଡ଼ ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ସୁବର୍ଣ୍ଣମଞ୍ଜରୀ ଭଞ୍ଜଙ୍କୁ ୭ନଂ ୱାର୍ଡ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।…
Read More...

ଏମ୍‌ଏସ୍‌ଏସ୍‌ ବିଦ୍ୟାପୀଠରେ ବିଜ୍ଞାନମେଳା

ଆଠଗଡ଼ : ଆଠଗଡ଼ ବ୍ଲକ ଅଧିନ ଯୋରନ୍ଦା ପଞ୍ଚାୟତର ମାଧବ ସାମନ୍ତ ସିଂହାର ବିଦ୍ୟାପୀଠରେ ଗୁରୁବାର ଏକ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ କମଳା ନାୟକ ମୁଖ୍ୟ ଅତିଥି ଭାବେ…
Read More...

ମୋ ସ୍କୁଲ ଅଭିଯାନ ବୈଠକ

ଆଠଗଡ଼ : ଆଠଗଡ଼ ସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୁଧବାର ମୋ ସ୍କୁଲ ଅଭିଯାନ ଯୋଜନାର ସଫଳ ରୂପାୟନ ପାଇଁ ଅନୁଷ୍ଠିତ ଏକ ବୈଠକରେ ବହୁ ପୁରାତନ ଛାତ୍ରୀ ଯୋଗଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ବୈଠକକୁ ଅଧ୍ୟାପିକ…
Read More...