Browsing Tag

ସମ୍ବିଧାନ ଦିବସ ପାଳିତ

ସମ୍ବିଧାନ ଦିବସ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପାର୍ଟିର ଆନୁକୂଲ୍ୟରେ ଛତ୍ରପୁର ବ୍ଳକ୍ ଅନ୍ତର୍ଗତ କଣମଣା ପଞ୍ଚାୟତର ପୁରୁଣା ଛତ୍ରପୁର ଗ୍ରାମରେ ରାଜ୍ୟ ଅନୁସୂଚିତ ଜାତି ସେଲ ସଂଯୋଜକ ଭାଗୀରଥୀ ବେହେରାଙ୍କ ନେତୃତ୍ଵରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।…
Read More...

ସମ୍ବିଧାନ ଦିବସ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ ହେଇଯାଇଛି । ମୁଖ୍ୟ ବିଚାରପତି ଏସ୍ ମୁରଲିଧର ସୂଚେଇଥିଲେ ଯେ, ଅସହାୟ ଗରୀବ ଶ୍ରେଣୀର ଲୋକମାନେ ୩୯ ଏ ପ୍ରାବିଧାନ୍ଖଳ ଆରଟିକଲରେ ଆଇନ ସହାୟତାରୁ ବଂଚିତ ହେବେ ନାର୍ହିଁ ।…
Read More...

ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କଂଗ୍ରେସ ଦଳିତ ସେଲ ପକ୍ଷରୁ ପୁଇଁନ୍ତଲା ବ୍ଲକର ବନ୍ଧପଡା ଗ୍ରାମରେ ସମ୍ବିଧାନ ଦିବସ ସମାରୋହ ପୁଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଉମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଦଳିତ ସେଲ ସଭାପତି…
Read More...