oom

ଆମେ ବଲାଙ୍ଗିରିଆ

jsmm
  • ଆଶୁକବି ହେମନ୍ତ ଦାଶ

ମାଁ ପାଟମେଶିରି ମାଁ ସମଲେଶିରି
ଧରିଛନ୍ ତାକର୍ କୁଲେ,
ବଲାଙ୍ଗିର୍ ମାଟିର୍ ପାଏନ୍ ପବନ୍ ଥି
ବଢିଛୁଁ ଉଲେଦୁଲେ।

ହରି ଶଙ୍କରର୍ ଝରନ୍ ପାଏନ୍
ଲାଗସି କେତେ ଅଏନ୍,
ରାନିପୁର୍ ଆର୍ ଝରିଏଲ୍ ଦେଖି
ହେସୁଁ କେତନି ଧଏନ୍।

ଭୀମ୍ ଡୁଙ୍ଗୁରି, କୁମୁଡା ପାହାଡ୍
ପରକୁତି ରାନିର୍ ଗଡ୍,
ଦେଖଲେ ଥରେ ମନ୍ ଟା ଭରେ
ଲାଗସି ନିଜକେ ବଡ୍।

ଯୋଗୀସରଡାର୍ ଯୋଗେଶ୍ବର୍ ବାବା
ସଏଁତଲା ଗାଁର୍ ଚଁଡି,
ବୁଲି ଆଏଲେ ଉସତ୍ ଲାଗେ
ଗାଏଖାଇର୍ ଖଁଡି।

ଖାରବେଲ୍ ଗଡ୍ ତୋଷାଳୀ ନଗର୍
ଆମର୍ ସହର୍ ତୁଷରା,
ମାଁ ସମଲେଇ ର୍ ନଗର୍ ବିଜେ
ସବୁଠାନୁ ଆଏ ଦୁସରା।

ଗୋଲା ବାରୁଦ୍ କାରଖାନା ନାଁ
ଦେଶେ ବିଦେଶେ ଜନା,
ଦେଶ୍ ବାସିକେ ଖାଏଦ୍ ଦଉଛେ
ପିନ୍ଧବାକେ ଖଁଡେ କନା।

ଆମର୍ ଭାସା ଖଁଡ୍ ଖିରସା
ଲାଗସି କେତନି ସୁରୁତ୍,
ସୁନଲେ ଥରେ କହେଲେ ଥରେ
ପୁରି ଯାଏସି ହୁରୁଦ୍।

ଡାଲଖାଇ ଆର୍ ମାଏଲା ଜଡ
ରସର୍ କେଲି ଗିତ୍,
ସୁନଲେ ଥରେ ନାଚି ପକାବୁ
ଦିହଁର୍ ଲାଗି ହିତ୍।

ନୁରି ଆଏଲେ କାହିଁ ପାଏବୁ
ଏନତା ଗୁଟେ ଜିଲା,
ଭାବର୍ ଡୁରେ ବାନ୍ଧି ରଖିଛେ
ଲଗେଇ ତାର୍ ଲିଲା।

ମାଁ ସମଲେଶିରି ପାଟମେଶିରି
ଖଉଛେଁ ତୋର୍ କିରିଆ,
ସବୁ ଜନମେ ଜନମ୍ ଦେବୁ
କରି ମତେ ବଲାଙ୍ଗିରିଆ।।

ତୁଷୁରା, ବଲାଙ୍ଗିର
ମୋ: ୯୯୩୭୬୮୮୫୫୧

jittmm
Leave A Reply

Your email address will not be published.