oom

କୁମାର ବିଶ୍ୱାସଙ୍କ ଅଭିଯୋଗ ଉପରେ ଉତ୍ତର ରଖିଲେ କେଜ୍ରିୱାଲ : ମୁଁ ଦୁନିଆର ସବୁଠୁ ବଡ଼ ‘ସ୍ୱିଟ୍‌ ଆତଙ୍କବାଦୀ’

jsmm

ଚଣ୍ଡିଗଡ଼ : ଆମ୍‌ ଆଦମୀ ପାର୍ଟି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସମସ୍ତ ଭ୍ରଷ୍ଟାଚାରୀ ଆମ୍‌ ଆଦମୀ ପାର୍ଟିକୁ ପରାଜିତ କରିବା ପାଇଁ ଏବଂ ଭଗବନ୍ତଙ୍କୁ ସିଏମ୍‌ ହେବାରେ ପ୍ରତିବନ୍ଧକ ସୃଷ୍ଟି କରିବା ପାଇଁ ଏକତ୍ରୀତ ହୋଇଛନ୍ତି । ଏହି ଅବସରରେ ସେ କୁମାର ବିଶ୍ୱାସଙ୍କ ଦ୍ୱାରା କରାଯାଇଥିବା ଟିପ୍ପଣୀର ଜବାବ୍‌ ରଖିଛନ୍ତି । କେଜ୍ରିୱାଲ୍‌ କହିଛନ୍ତି, ବୋଧହୁଏ ମୁଁ ଦୁନିଆର ସବୁଠୁ ବଡ଼ ‘ସ୍ୱିଟ୍‌ ଆତଙ୍କବାଦୀ’, ଯିଏ ଅସଂଖ୍ୟ ସ୍କୁଲ ଓ ହସ୍ପିଟାଲ ନିର୍ମାଣ କରୁଛି ଏବଂ ବିନା ମୂଲ୍ୟରେ ବିଜୁଳି ପ୍ରଦାନ କରୁଛି ।

jittmm
Leave A Reply

Your email address will not be published.