centurian jitm

କାଠଯୋଡି ନଦୀରେ ବୁଡି ଦୁଇ ଜଣ ନିଖୋଜ : ଉଦ୍ଧାର କାର୍ଯ୍ୟ ଜାରି

କଟକ : କାଠଯୋଡି ନଦୀରେ ବୁଡି ଦୁଇ ଜଣ ନିଖୋଜ ହୋଇଛନ୍ତି । କଟକ ସିଡିଏ ସେକ୍ଟର-୧୦ ବୁରୁଜ ନିକଟରେ ଘଟିଛି ଏଭଳି ଅଘଟଣ । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଲ୍ଏଣ୍ଡଟି କମ୍ପାନୀରେ କାମ କରୁଥିଲେ ଦୁଇ ଜଣ ଯୁବକ । ନିଖୋଜ ଯୁବକ ହେଲେ ଋତିକେଶ ମାତାଲ୍, ଋତିକ ଭଂଜେ । ଦୁଇ ଜଣଙ୍କ ଘର ମହାରାଷ୍ଟ୍ରରେ ହୋଇଥିବା ସୂଚନା ମିଳିଛି । ଏସସିବି ମେଡିକାଲ ସମ୍ପ୍ରସାରଣ କାମରେ ନିୟୋଜିତ ଥିଲେ ନିଖୋଜ ଯୁବକ । ବୌଦ୍ଧ ଜିଲ୍ଲା ପ୍ରଶାସନ କାର୍ଯ୍ୟକାରିତାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ କାର୍ଯ୍ୟର ଗୁଣବତ୍ତା ସହ କୌଣସି ସାଲିସ କରାଯିବ ନାହିଁ

Leave A Reply

Your email address will not be published.