oom

ଅପରାଧ ଦମନ ପାଇଁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଓ ଟାଉନ ଥାନା ପରିସରରେ ଟାଉନ ପୋଲିସର ପେଟ୍ରୋଲିଂ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବଢିବାରେ ଲାଗିଛି ଅପରାଧିକ କାର୍ୟ୍ୟ କଳାପ । ତେବେ ଏହି ଅପରାଧିକ କାର୍ଯ୍ୟକୁ ରୋକିବା ପାଇଁ ଏବେ ଏସ୍‌ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନା ଆଇଆସିଙ୍କ ତତ୍ୱାବଧାନରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଓ ଟାଉନ ଥାନା ପରିସରରେ ଟାଉନ ପୋଲିସ ପକ୍ଷରୁ ପେଟ୍ରୋଲିଂ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟାଉନ ପୋଲିସର କର୍ମଚାରୀମାନେ ଉପସ୍ଥିତ ଥିବା ବେଳେ ଉପସ୍ଥିତ ନିଜ ପୋଲିସ କର୍ମଚାରୀଙ୍କୁ ଅପରାଧ ଦମନ କରିବାକୁ ହେଲେ ପେଟ୍ରୋଲିଂ ହିିଁ ଗାଟିଏ ମାଧ୍ୟମ, ଯାହା କି କଡାକଡି ଭାବରେ ଦିନ ରାତି ସହର ସାରା କର ବୋଲି ଥାନା ଆଇଆଇସି କହିଛନ୍ତି ।

jittmm
Leave A Reply

Your email address will not be published.