ସିଏମଡି, ଓଏସ୍ଆରଟିସି ଟିମ୍‌ଙ୍କ ବଲାଙ୍ଗିର ସ୍ଥିତ ନୂତନ ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ପରିଦର୍ଶନ ନେଇ ଜିଲ୍ଳାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଏମଡି, ଓଏସ୍ଆରଟିସିଙ୍କ ନେତୃତ୍ୱରେ ସିଏମଡି, ଓଏସ୍ଆରଟିସିର ଏକ ଟିମ୍‌ ବଲାଙ୍ଗିର ସ୍ଥିତ ନୂତନ ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ପରିଦର୍ଶନ ନେଇ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ଏହି ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ନିମନ୍ତେ ଓଏସ୍ଆରଟିସି ଟିମ୍‌ ସହ ଜିଲ୍ଳାପାଳ ଶ୍ରୀ ରାଣା ଆଲୋଚନା କରିଥିବା ବେଳେ ବସଷ୍ଟାଣ୍ଡକୁ ୨୦୨୨ ଜୁନ ୨୪ ସୁଦ୍ଧା ଆରମ୍ଭ କରିବା ପାଇଁ ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.