oom

ନବବର୍ଷରେ ପିକ୍‌ନିକ୍‌ ଯିବା ହେଲା କାଳ : ପଣ୍ଡରାପିଟାରେ ସଡକ ଦୁର୍ଘଟଣାରେ ଡ୍ରାଇଭର ସହ ପାଖାପାଖି ୩୦ ଜଣ ଗୁରତର ଆହତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବରକାନି ଗ୍ରାମପଂଚାୟତର ପଣ୍ଡରାପିଟା ଗ୍ରାମ ଠାରେ ନବବର୍ଷରେ ଏକ ଟାଟାଏସି ଗାଡି (ଓଡି୦୩ଟି୦୬୯୩) ଯୋଗେ ପିକ୍‌ନିକ୍‌ କରି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଗାଡି ଓଲଟି ଯିବାରୁ ଡ୍ରାଇଭର ସହ ପାଖାପାଖି ୩୦ ଜଣ ଗୁରତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଗୁରତର ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣି ଭର୍ତ୍ତି କରିଥିବା ଜଣାପଡିଛି । ଦୁର୍ଘଟଣାରେ ଆହତ ହୋଇଥିବା ପ୍ରାୟ ୩୦ ଜଣ ବଙ୍ଗଳୀ ମିସ୍ତ୍ରୀମାନେ ବୋଲି ଜଣାପଡିଛି ।

jittmm
Leave A Reply

Your email address will not be published.