oom

କୋହଳ ହେଲା କୋଭିଡ଼୍‌ କଟକଣା : ଉଠିଲା ନାଇଟ୍‌ କର୍ଫ୍ୟୁ

jsmm

ଭୁବନେଶ୍ୱର : କ୍ରମାଗତ ଭାବେ କୋଭିଡ଼ ସଂକ୍ରମଣ ରାଜ୍ୟରେ ହ୍ରାସ ପାଉଥିବା ଯୋଗୁଁ କୋଭିଡ଼୍‌ କଟକଣା କୋହଳ ହୋଇଛି । ପୂର୍ବରୁ ଆସନ୍ତା ୨୮ ଫେବୃୟାରୀ ଯାଏଁ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୧୦ଟାରୁ ଭୋର୍‌ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗୁ କରଯାଇଥିବା ବେଳେ ଆଜି ଠାରୁ ନାଇଟ କର୍ଫ୍ୟୁ ହଟାଇ ଦିଆଯାଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

jittmm
Leave A Reply

Your email address will not be published.