centurian jitm

ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ଯୁବ ନେତା ତଥା ସମାଜସେବୀ ସୁନିଲ କୁମାର ଦାଶ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବାଦିବାହାଲ ଗ୍ରାମପଞ୍ଚାୟତର ବିଜେପି ଯୁବ ନେତା ତଥା ସମାଜସେବୀ ସୁନିଲ କୁମାର ଦାଶ ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ କହିଛନ୍ତି ଯେ, ତୃଣମୂଳ ସ୍ତରରେ ଲୋକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ସୁରୁଖୁରୁରେ ପାଇପାରିବେ, ବିନା କୌଣସି ଦୁର୍ନୀତିରେ ଓ ନିଜ ଅଞ୍ଚଳର ପ୍ରାକୃତିକ ପରିବେଶରୁ ଲୋକେ ବେଶୀ ଲାଭବାନ ହେବେ, ସରକାରୀ ସହାୟତା ଓ ପଞ୍ଚାୟତର ସମସ୍ତ ଗ୍ରାମର ସୁବିଧା ସାଙ୍ଗକୁ ସୌନ୍ଦର୍ଯ୍ୟିକରଣ ଉପରେ ଧ୍ୟାନ ଦେବେ ।

Leave A Reply

Your email address will not be published.