p purohi

ବିଦ୍ୟୁତ ସଂସ୍ପର୍ଶରେ ଆସି ବଳଦ ମୃତ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଭେରୁଆମୁଣ୍ଡ ଗ୍ରାମରେ ଆଜି ୧୧.୩୦ସମୟରେ ଭେରୁଆମୁଣ୍ଡ ଗ୍ରାମର ଦୟାନନ୍ଦ ମାଝୀଙ୍କ ଗୋଟିଏ ବଡ ବଳଦ ଆନୁମାନିକ ୩୦ହଜାର ପାଖାପାଖି ହେବ ଘରକୁ ଫେରୁଥିବା ସମୟରେ ଗ୍ରାମର ବିଦ୍ୟୁତ୍ ଟ୍ରାନସଫର୍ମରରେ ଲାଗି ମୃତ୍ୟୁବରଣ କରିଛି । ଟ୍ରାନସଫର୍ମରର ଚାରିଆଡ଼େ ତାର ବାଡ ହେବା କଥା କିନ୍ତୁ ବିଦ୍ୟୁତ୍ ବିଭାଗର ଖାମଖିଆଲି କାର୍ଯ୍ୟ ଯୋଗୁଁ ଆଜି ଗୋଟିଏ ଗରିବ ଲୋକର ବଳଦ ମୃତ୍ୟୁ ବରଣ କରିଛି ବୋଲି କହି ଗ୍ରାମବାସୀ ବିଦ୍ୟୁତ୍ ବିଭାଗକୁ ତୀବ୍ର ନିନ୍ଦା କରିବା ସହିତ ଏହାର କ୍ଷତି ପୂରଣ ଦେବା ପାଇଁ ଦାବୀ କରିଛନ୍ତି ।

nrusinghnath
Leave A Reply

Your email address will not be published.