୮ରୁ ଫ୍ୟାସନ୍‌ ଆଣ୍ଡ୍‌ ଲାଇଫ୍‌ଷ୍ଟାଇଲ୍‌ ମେଳା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ପ୍ରମୁଖ ଗୃହ ନିର୍ମାଣକାରୀ ସଂସ୍ଥା ଇଭୋସ ବିଲ୍‌ଡକନ୍‌ର ସହଯୋଗରେ ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି) ଏବଂ ମହିଳା ଉଦ୍ୟୋଗୀ ପରିଷଦ ଆଇଏନ୍‌ଡବ୍ଲ୍ୟୁଇସି ପକ୍ଷରୁ ଏକ ୫ ଦିନିଆ ଫ୍ୟାସନ୍‌ ଆଣ୍ଡ୍‌ ଲାଇଫ୍‌ଷ୍ଟାଇଲ୍‌ ମେଳାର ଆୟୋଜନ କରାଯାଉଛି । ଏପରିକି ଜାନୁୟାରୀ ୮ରୁ ୧୨ ତାରିଖ ପର୍ୟ୍ୟନ୍ତ ସ୍ଥାନୀୟ ପଟିଆ ସ୍ଥିତ ପ୍ଲାଟ୍ରୋନିକ୍ସ ଗ୍ରାଉଣ୍ଡଠାରେ ଉକ୍ତ ମେଳା ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.