ବାବା ଧବଳେଶ୍ଵର ପୀଠରେ ରାତି ୧ଟାରେ ଉଠିଲା ମହାଦୀପ

ଚୌଦ୍ୱାର : ଜାଗର ଯାତ୍ରା ପାଇଁ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠିଥିଲା । ପ୍ରାୟ ୫ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ରୁଦ୍ରାଭିଷେକ କରାଯାଇ ରାତ୍ର ୧୨ଟା ୩୦ରୁ ତୃତୀୟ ପ୍ରହରରେ ହରିହର ମିଳନ ପରେ ରାତି ୧ଟାରେ ମହାଦୀପ ଉଠିଥିଲା ।

Leave A Reply

Your email address will not be published.