୪ ଫୁଟ୍‌ର କୁମ୍ଭୀର ଉଦ୍ଧାର : ଭିତରକନିକାରେ ଛାଡ଼ିଲା ବନ ବିଭାଗ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଖମାରସାହି ପଞ୍ଚାୟତର ରଘୁନାଥ ଦାସଙ୍କ ପୋଖରୀରୁ ୪ ଫୁଟ୍‌ର କୁମ୍ଭୀର ଉଦ୍ଧାର ହୋଇଥିବା ଜଣାପଡିଛି । ପୋଖରୀ ହୁଡ଼ାରେ ଏକ କୁମ୍ଭୀର ଶୋଇଥିବା ଦେଖି ରଘୁନାଥଙ୍କ ପରିବାର ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ତୁରନ୍ତ ଏ ସମ୍ପର୍କରେ ବନ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା । ବନ ବିଭଗର କର୍ମଚାରୀ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରି ଭିତରକନିକା ନଦୀରେ ଛାଡିଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!