ls

ମୁଖ୍ୟମନ୍ତ୍ରୀ ଆଜି ୫୩ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ଏବଂ ଭୂମୀହୀନ ଚାଷୀ ପରିବାରଙ୍କୁ ୨୦୨୦-୨୧ ବର୍ଷର କାଳିଆ ସହାୟତା ପ୍ରଦାନ କରିବେ

sb

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫୩ ଲକ୍ଷରୁ ଉର୍ଦ୍ଧ୍ବ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମୀହୀନ ଚାଷୀ ପରିବାରଙ୍କୁ ୨୦୨୦-୨୧ ବର୍ଷର କାଳିଆ ସହାୟତା ଡିବିଟି ମାଧ୍ୟମରେ ପ୍ରଦାନ କରିବେ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

pc pk
Leave A Reply

Your email address will not be published.