p purohi

ଗୋଇମୁଣ୍ଡରେ ୪୪ ତମ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

dr. purohit

ବଙ୍ଗୋମୁଣ୍ଡା,(ଅଶୋକ କୁମାର ଭୋଇ) : ମୁରିିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମରେ ୪୪ ତମ ପଞ୍ଚାୟତ ସ୍ତରୀୟ ସାର୍ବଜନୀନ ଦୁର୍ଗାପୂଜା ନିିମନ୍ତେ ଏକ ପ୍ରସ୍ତୁୁତି ବୈଠକ ଅନୁଷ୍ଠିତ ହୋଇ କମିଟୀ ଗଠନ କରାଯାଇଛି । ଚଳିତ ବର୍ଷ କୋଭିଡ କଟକଣାକୁ ଆଖିରେ ରଖି ୪୩ ବର୍ଷର ପରମ୍ପରାକୁ ବଜାୟ ରଖି ସୁରୁଖୁରୁରେ ପୂଜା ଅନୁଷ୍ଠିତ କରାଯିବା ପାଇଁ ଆଲୋଚନା କରାଯାଇଥିଲା । ସର୍ବସମ୍ମତିି କ୍ରମେ ସଭାପତି ସନ୍ତୋଷ କୁୁମାର ସାହୁ, କାର୍ୟ୍ୟକାରୀ ସଭାପତି ରୋହିତ ଭୋଇ, ଉପସଭାପତି ଗୋରେଖ ଭୋଇ, ସଂପାଦକ ଭକ୍ତବନ୍ଧୁ ସାହୁ, ସହ ସଂପାଦକ ରମାକାନ୍ତ ସାହୁ, କୋଷାଧ୍ୟକ୍ଷ ମୀନକେତନ ସାହୁ, ସଦସ୍ୟ ଭାବେ ଅମିିତ ରଣା, ରମେଶ ସାହୁୁ, ଗଣେଶ୍ୱର ନାଏକ, ଧନସିଂ ବାଗ, ଶରତ ସାହୁ, ସୋମନାଥ ସାହୁ, ଗଙ୍ଗା ଭୋଇ, ଧରମ ସିଂ ଭୋଇ, ଚିତ୍ତମନ୍ତନ୍ତ ସାହୁୁ ଏବଂ ଉପଦେଷ୍ଟା ମଣ୍ଡଳୀ ମହିଧର ଭୋଇ, ଚିତ୍ତରଞ୍ଜନ ସାହୁ, ବିନୋଦ ସାହୁ, ପିତାମ୍ବର ସାହୁ, ଛିିନୁ ଭୋଇ, ଚକ୍ରଧର ରଣା, ଅଭିରାମ ଭୋଇଙ୍କୁ ମନୋନୀତ କରାଯାଇଥିଲା । ଏ ବର୍ଷ କରୋନା ନିିୟମକୁ ମାନି ନିରାଡମ୍ବର ଭାବେ ପୁଜା ଅନୁଷ୍ଠିତ ହେବ ବୋଲି ମତ ପ୍ରକାଶ ପାଇଥିଲା ।

nrusinghnath
Leave A Reply

Your email address will not be published.