oum

ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ସଦର ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନ

jsm

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ସଦର ବ୍ଲକ ମାୟାବର୍ହା, ଭୂଣ୍ଡିମୁହାଣ, ଚୁଡାପାଲି, ତୁଷରା ବାହାଲ ପଞ୍ଚାୟତରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନ କରିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ତାଙ୍କ ସହିତ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗଙ୍କ ଅଧ୍ୟକ୍ଷତାରେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଏବଂ ତାଙ୍କ ସହଧର୍ମିଣୀ ଅଦ୍ରୀଜା ମଞ୍ଜରୀ ସିଂହଦେଓ ଉପସ୍ଥିତ ଥିଲେ ।

Leave A Reply

Your email address will not be published.