ଲଘୁଚାପ ଜନିତ ବର୍ଷାରେ ସାରା ବଲାଙ୍ଗିର ଜିଲ୍ଲାର ଅବସ୍ଥା ବେହେଲା : ରାଜ୍ୟର ସର୍ବାଧିକ ବର୍ଷା ବଲାଙ୍ଗିରରେ ହୋଇଥିବା ନେଇ ନିଜ ଅଫିସରେ ସୂଚନା ଦେଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଘୁଚାପ ଜନିତ ବର୍ଷା ଯୋଗୁଁ ସହରରେ ବର୍ଷା ଲାଗି ରହିଥିବା ବେଳେ ରାଜ୍ୟର ସର୍ବାଧିକ ବର୍ଷା ବଲାଙ୍ଗିର ଜିଲ୍ଲାରେ ହୋଇଥିବା ନେଇ ଆଜି ନିଜ କାର୍ଯ୍ୟାଳୟଠାରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଚଂଚଳ ରାଣା । ଜିଲ୍ଲାର ଗୁଡଭେଲା ବ୍ଲକରେ ରାଜ୍ୟର ସର୍ବାଧିକ ବର୍ଷା ହୋଇଛି ବୋଲି ଜିଲ୍ଲାପାଳ ଶ୍ରୀ ରାଣା ସୂଚନା ଦେଇଛନ୍ତି । ଅନ୍ୟପଟେ ଜରୁରୀକାଳୀନ ପରିସ୍ଥିତିର ମୁକାବିଳା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ଥିବା ନେଇ ଶ୍ରୀ ରାଣା କହିଛନ୍ତି ।

Leave A Reply

Your email address will not be published.