oom

ସେମିଳିଗୁଡା ବ୍ଲକରେ ଭିନ୍ନକ୍ଷମଙ୍କୁ ହ୍ୱିଲ୍‌ ଚ୍ୟାର୍‌ ବଣ୍ଟନ

jsmm

କୋରାପୁଟ, (ସୁନାମ ହନ୍ତାଳ): କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ଚାରଙ୍ଗୁଲ, ଦୁଧାରୀ, ଉପରକାଣ୍ଟି, ସୁବାଇ, ପିତାଗୁଡ଼ା, ଏହି ଛଅ ଗୋଟି ପଞ୍ଚାୟତର ଭିନ୍ନକ୍ଷମଙ୍କ ପ୍ରମାଣପତ୍ର ଯାଞ୍ଚା କରି ଟ୍ରାଇ ସାଇକେଲ ଏବଂ ହ୍ୱିଲ୍‌ ଚ୍ୟାର୍‌ ୭୦% ଭାଗ ଅକ୍ଷମ ଭିନ୍ନକ୍ଷମଙ୍କୁ ବଣ୍ଟନ କରାଯାଇଛି । ଉକ୍ତ ହିତାଧିକାରୀ ସମନ୍ଧୁ ନାୟକ, କିଟୁକୁ ନାଗ ସହ ପ୍ରମୁଖଙ୍କୁ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର ଭିନ୍ନକ୍ଷମ ଅକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇ ସାଇକେଲ ଏବଂ ହ୍ୱିଲ୍‌ ଚ୍ୟାର୍‌ ପ୍ରଦାନ କରିଥିଲେ । ତାଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଶ୍ମୀନ କୁମାର ପ୍ରଧାନ, ସୋସିଆଲ ସିକ୍ୟୁରୀଟି ଅଫିସର, କନିଷ୍ଟ କିରାଣି ଗୌତମ ଗୁମାଲ, ପୋଗ୍ରାମ ଆସିଷ୍ଟାନସ୍‌ ଡ଼ମ୍ବୁରୁ ଖିଲ, ଦୁଧାରୀ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ପ୍ରତିନିଧି ସୁନାମ ହନ୍ତାଳ ସହ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.