ବଲାଙ୍ଗିର, (କେପିଏନ୍ଏସ୍) : ଆଏଜ୍ ପଶ୍ଚିମ ଓଡ଼ିଶାର୍ ଶିଘା ପରବ୍ ନୂଆଁଖାଇ । ଭୋର୍ ବେଲୁ ସବେ ଗାଧିପାଧି କରି ନୂଆଁଖାଇ ଖଂଜା କର୍ବାର୍ ଥି ଲାଗିପଡ଼୍ସନ୍ । ମାଁ ବହେନ୍ ତ’ ଦେବୀ ଦେବ୍ତାର୍ ଲାଗି ଖଂଜା ବନାବାର୍ ଥି ବଡ଼ା ଭିଡେ଼ ରହେସନ୍ ନୂଆଁଖାଇ ଦିନେ । ହେଲେ ଆଏଜ୍ ବଲ୍ବାର୍କେ ଭୋର୍ ସକାଲୁ ପଲେଇଛେ ବିଜ୍ଲି । ସହର୍ବାସୀ ବାଏବିଛୋ ହେଇଗଲେନ’ । ସଭେ ସମ୍କୁ ପଚ୍ରଉଛନ୍ – କେତେବେଲେ ଆସ୍ବା ବିଜ୍ଲି । ଏନ୍ତା ତିହାର୍ ପରବ୍ ଦିନେ ବିଜ୍ଲି କଟ୍ବାର୍ଟା ବଡ଼ା ଦୁଖର୍ କଥା ଆଏ । ଏତେ ବଡ଼୍ ଉସତ୍ ଉସନାକ୍ର ପରବ୍ ନୂଆଁଖାଇ କେ ଇ’ ବିଜ୍ଲି କାଟ୍ ଢ଼ାପି ନେଇଁ ଦଉ । ବିଜ୍ଲି ବିଭାଗ୍ ତୁର୍ତି ପଦକ୍ଷେପ ନେବାର୍ କେ ଦାବୀ ହଉଛେ ।
Prev Post