om academy

ଇସ୍ପାତ କାରଖାନାରେ ଅଘଟଣ : ତରଳ ଲୁହାରେ ପୋଡ଼ି ୧ ମୃତ

jsm

ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥିତ ମୈଥାନ ଇସ୍ପାତ କାରଖାନାରେ ଘଟିଛି ଏକ ଅଘଟଣ । ଏସ୍‌ଏମ୍‌ଏସ୍‌ ପ୍ଲାଣ୍ଟ ସାଇଟରେ ଲ୍ୟାଡ଼ର ଛିଡ଼ି ଯିବାରୁ ତରଳ ଲୁହାରେ ପୋଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ଗତ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ଜଣାପଡିଛି ।

Leave A Reply

Your email address will not be published.